🔥 ଅନ୍ଧାର ରାତିରେ Chicken କସା! 😱🍗 | Odia Food Vlog
Life of Ashish Prince
0:00 / 0:00
🔥 ଅନ୍ଧାର ରାତିରେ Chicken କସା! 😱🍗 | Odia Food Vlog
161 просмотр · 7 дней назад
Life of Ashish Prince
314 подписчиков
161 просмотр · 7 дней назад
ଆଜିର vlog ଟା ଟିକେ different! 😱🍗
ରାତିରେ Chicken Kasa ବନାଉଥିଲି, ହଠାତ୍ Light ଚାଲିଗଲା! 😂 ଅନ୍ଧାରରେ mobile torch ଲଗାଇ Chicken Kasa cooking continue କଲି। ଆଉ Kashmiri Red Mirchi ନଦେଇ ଏହି yellowish Chicken Kasa କେମିତି ହେଲା ଓ taste କେମିତି ହେଲା—ସେଇଟା vlog ରେ ଦେଖନ୍ତୁ! 😋🔥
ଭଲ ଲାଗିଲେ Like 👍 Comment 💬 & Subscribe ❤️ କରନ୍ତୁ।
#OdiaVlog #OdiaFoodVlog #ChickenKasa #ChickenCurry #OdiaFood #FoodVlog #CookingVlog #ChickenRecipe #OdiaYouTuber #OdiaCreator #PowerCut #NightCooking #ChickenLovers