Перейти к содержимому

ବନ୍ଧା ହେବେ ମମତା ବାନାର୍ଜୀ || West Bengal || TMC || Mamta Banerjee || BJP || Narendra Modi || Politics

ASIM ODISHA LIVE

0:00 / 0:00

ବନ୍ଧା ହେବେ ମମତା ବାନାର୍ଜୀ || West Bengal || TMC || Mamta Banerjee || BJP || Narendra Modi || Politics

34 886 просмотров · 6 дней назад
ASIM ODISHA LIVE
3,92 тыс. подписчиков
34 886 просмотров · 6 дней назад
ପଶ୍ଚିମବଙ୍ଗ ରାଜନୀତିରେ ଏକ ଏଭଳି ଭୂକମ୍ପ ଆସିଯାଇଛି, ଯାହାର କଳ୍ପନା ହୁଏତ ତୃଣମୂଳ କଂଗ୍ରେସ ପାର୍ଟି କରିନଥିଲା କି ନିଜେ ମମତା ବାନାର୍ଜୀ ମଧ୍ୟ କରିନଥିଲେ। ମମତା ବାନାର୍ଜୀ କ’ଣ ଆଇନର ଫାଶରେ ଏତେ ଖରାପ ଭାବେ ଫସିଯାଇଛନ୍ତି ଯେ ଏବେ ତାଙ୍କ ପାଖରେ ବଞ୍ଚିବାର କୌଣସି ବାଟ ନାହିଁ? ସୁପ୍ରିମକୋର୍ଟ ମଧ୍ୟ ସ୍ପଷ୍ଟ ସଙ୍କେତ ଦେଇସାରିଛନ୍ତି ଯେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ED) ର ଚଢ଼ାଉରେ ବାଧା ସୃଷ୍ଟି କରିବା ଏବଂ ତଦନ୍ତକାରୀ ସଂସ୍ଥାର କାମରେ ଅଡ଼ୁଆ ସୃଷ୍ଟି କରିବା ମାମଲାର ତଦନ୍ତ ଏବେ CBI କୁ ହସ୍ତାନ୍ତର କରାଯାଇପାରେ। ଯେଉଁ I-PAC ମାମଲାରେ ମମତା ବାନାର୍ଜୀ ନିଜେ ଢାଲ ହୋଇ ଠିଆ ହୋଇଥିଲେ, ଯେଉଁ ମାମଲାରେ ED ଅଧିକାରୀଙ୍କ ବିରୁଦ୍ଧରେ ହିଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ମମତାଙ୍କ ଉପରେ ଅଭିଯୋଗ ଲାଗିଥିଲା, ଆଜି ସେହି ମାମଲା ନିଜେ ମମତା ବାନାର୍ଜୀଙ୍କ ପାଇଁ ବେକର ଫାଶ ପାଲଟିଛି। କାରଣ ସୁପ୍ରିମକୋର୍ଟରୁ ଆସୁଥିବା ବଡ଼ ଖବର ତୃଣମୂଳ କଂଗ୍ରେସ ଶିବିରରେ ହଇଚଇ ସୃଷ୍ଟି କରିଦେଇଛି। କିନ୍ତୁ ଦର୍ଶକବଂଧୁ , କାହାଣୀ ଏତିକିରେ ସରିନାହିଁ। ସବୁଠାରୁ ବଡ଼ ଟ୍ୱିଷ୍ଟ ତେବେ ଆସିଲା ଯେତେବେଳେ ଯେଉଁ ଦୁର୍ନୀତିଗ୍ରସ୍ତ ନେତା ଓ ନିକଟତର ଲୋକଙ୍କୁ ବଞ୍ଚାଇବା ପାଇଁ ମମତା ବାନାର୍ଜୀ ED ସହ ସିଧାସଳଖ ମୁହାଁମୁହିଁ ହୋଇଥିଲେ, ଆଜି ଯେତେବେଳେ ମମତା ନିଜେ ଆଇନ ଜାଲରେ ଫସୁଛନ୍ତି, ସେହି ନେତାମାନେ ମଇଦାନ ଛାଡ଼ି ପଳାଇଛନ୍ତି କିମ୍ବା ଦୂରରେ ଠିଆ ହୋଇ ତମାଶା ଦେଖୁଛନ୍ତି। ହେଲେ ସୁପ୍ରିମକୋର୍ଟରେ ମମତା ବାନାର୍ଜୀଙ୍କ ଚାଲ୍ କିଭଳି ଓଲଟା ପଡ଼ିଗଲା? ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟରେ ଏପରି କ’ଣ କହିଲେ ଯାହା ମମତା ଶିବିରର ନିଦ ହଜାଇ ଦେଲା? ଆସନ୍ତୁ ଏହି ରିପୋର୍ଟରେ ପୂରା ଘଟଣାକୁ ବିସ୍ତାର ଭାବରେ ବୁଝିବା। -- -- -- -- -- -- -- -- -- -- -- -- -- Asim Odisha Live is the fastest-growing digital odia news and entertainment channel in Odisha, connecting with everyday issues, politics, sports, events, happenings and vibrant culture of the state. Asim Odisha Live is also associated with Asim Odisha weekly odia newspaper which deliver Odisha’s latest updates. Asim Odisha Live is committed to clear, concise and unbiased news of Odisha. -- -- -- -- -- -- -- -- -- -- -- -- -- 📱 CONNECT WITH US: ▷Instagram:   / asimodishamedia   ▷ Facebook:   / asimodishamedia   ▷ Email: asimodishamedia@gmail.com ▷ Whatsapp: https://wa.me/919692088081 -- -- -- -- -- -- -- -- -- -- -- -- -- #odianews #odishanews #latestnews #exclusivenews #breaking #bigbreaking #odisha #trending #odiacommunity #odiaculture #odiapeople #odishaculture #myodisha #odishahalchal #odiainbangalore #odiainusa #westernodisha #westernodishanews #mamtabanerjee #tmc #narendramodi #bjp #politics #nationalpolitics #westbengal #westbengalpolitics #jail #edraid #court