Перейти к содержимому

🙏 Finally ମାଆ ବିରଜାଙ୍କ ବିରଳ ରଥଯାତ୍ରା ଦେଖିଲି 😍❤️ | Maa Biraja Ratha Yatra 2026 | Jajpur Vlog

SubhadraSON

0:00 / 0:00

🙏 Finally ମାଆ ବିରଜାଙ୍କ ବିରଳ ରଥଯାତ୍ରା ଦେଖିଲି 😍❤️ | Maa Biraja Ratha Yatra 2026 | Jajpur Vlog

188 просмотров · 2 нед. назад
SubhadraSON
768 подписчиков
188 просмотров · 2 нед. назад
🙏 Finally ମାଆ ବିରଜାଙ୍କ ବିରଳ ରଥଯାତ୍ରା ଦେଖିଲି 😍❤️ | Maa Biraja Ratha Yatra 2026 | Jajpur Vlog 🙏 ଜୟ ମାଆ ବିରଜା 🙏❤️ ସାଙ୍ଗମାନେ, ଆମେ ପୁଣିଥରେ ମାଆ ବିରଜାଙ୍କ ପୀଠ ଯାଜପୁର ଯାଇ ମାଆଙ୍କର ବିରଳ ରଥଯାତ୍ରା ଦେଖିବାର ସୌଭାଗ୍ୟ ପାଇଲୁ। 😍🙏 ମାଆ ବିରଜାଙ୍କର ଏହି ଅତି ସୁନ୍ଦର ଓ ଅନନ୍ୟ ରଥଯାତ୍ରା ନବମୀ ତିଥିରେ ଆରମ୍ଭ ହୋଇ ୯ ଦିନ ଧରି ପାଳନ କରାଯାଏ। ଏହି ସମୟରେ ମାଆଙ୍କ ରଥ ମନ୍ଦିରର ଚତୁଃପାର୍ଶ୍ୱରେ ପରିକ୍ରମା କରିଥାଏ। ❤️🚩 ଏହି ପବିତ୍ର ରଥଯାତ୍ରାରେ ବହୁ ସଂଖ୍ୟାରେ ଭକ୍ତ ଯୋଗ ଦେଇଥିଲେ। ମାଆଙ୍କର ଏହି ଦିବ୍ୟ ରଥଯାତ୍ରା ଦର୍ଶନ କରି ମନ ଆନନ୍ଦରେ ଭରିଗଲା। 🙏❤️ ଭିଡିଓଟି ଭଲ ଲାଗିଲେ Like 👍, Share ❤️ ଓ ମୋ YouTube Channel କୁ Subscribe କରିବାକୁ ଭୁଲିବେନି। 🙏 ଜୟ ମାଆ ବିରଜା 🙏 🚩 ଜୟ ଜଗନ୍ନାଥ 🚩 #MaaBiraja #BirajaRathaYatra #BirajaTemple #Jajpur #JajpurVlog #RathaYatra #BirajaMaa #OdishaVlog #OdiaVlogger #OdiaVlog #OdishaCulture #Jagannath #DevotionalVlog #Subhadrason