Перейти к содержимому

#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout#

Singer Sarbeswar Bhoi

0:00 / 0:00

#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout#

962 087 просмотров · 6 л. назад
Singer Sarbeswar Bhoi
94,2 тыс. подписчиков
962 087 просмотров · 6 л. назад
#Fulmati_Rasalileti#Folksong #Kalahandia_song# #Sarbeswar_sangita_Rout# 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 କଲାହାଣ୍ଡିଆ ଗୀତ ଫୁଲମତି ରସାଲି ଲେତି କଳାହାଣ୍ଡି ଲୋକ ଜୀବନର କଥା,ଭାଷା ,ଚାଲି,ଚଲନ ଆଚାର,ବେଭାର କେ ସୁନ୍ଦର କରି ଚିତ୍ରା ହେଇଥିବାର ଜିଇଁତା ଚିତ୍ର ଗୁଟେ । ହଂସା ,ବକରା ର ସପନ କେ ପୁରା କରବାର ଇଛା କେ ଦୁହି ଲୋକର ଭିତରେ ଭାଗ ବଣ୍ଟା କରି ପୁରା କାରବାର ଟା ଭାଲି ଭାଲି ଦିନ ସାରିଯାଉଛେ । 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 #Fulmati_Rasalileti#Folksong #Kalahandia_song# #Sarbeswar_sangita_Rout# 💐Singer💐 SarbeswarBhoi Sangita Rout 💐Lyrics,Music💐 💐Sarbeswar bho 💐producer💐 💐Bishnupriya Gahir 💐Music💐 💐Rakesh 💐Rajib 💐Dilip 💐Tukulu das 💐Hari Bhai 💐Audio Recording💐 💐GHUMURA_STUDIO 💐madanpur 💐Recordist.💐 Bikash ch sahu Mantu Sahu 💐Studio video editing💐 💐ROHIT BHAI 💐SUMAN 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 (ଗୀତ) ଫୁଲମତି ରସାଲି ଲେତି ସର୍ବେଶ୍ୱର ଭୋଇ,ରେଖପୁର, ନର୍ଲା, 97777312324 M-ଏ ପାଇନ ଟଲମଲପୁର୍ଣି ବନ୍ଧେ ପଦୁଫୁଲ ଛାତେ ପାନି ମୁଇଁ ତୁଲୀ ଦେମୀ କାଏଟା ଦେବୁ ଗନ୍ତିଆ ଘରର ନନୀ ଫୁଲମତି ରସାଲି ଲେତି ଚାହା ଢୁକେ ଦେଇ ଉଗଉ ଥିସୁ କଥା ଭେଦି ଯାଏ ଛାତି ରେ F-ସୋର ନାଇଁକେ ଉଖୁଡା ଲିଆ ଖଉଛୁ ଦାନ୍ତକେ ଲିସି ବେଲ ବୁଡ଼ିଆ ବୁଚୁକା ବାନ୍ଧି ଚାଲି ଛୀଂଗିଲାଇ ଦେସି ରସ ବାଗିର କଲିଆ ଭମର ତକେ ଯେତେ ଗୁନ କଲେ ନାଇଁ ଦିଶେ ମୋର 💐💐💐💐💐💐💐💐💐💐💐💐💐💐💐 ଅଂତରା-୧ M-ଚିଟକଲେ ପୁଟକଲେ ତୋର ଖଞ୍ଜା ଖଞ୍ଜୁ ଅଛେ ଆସି ବେଦିଶାଳେ ଗାଁଠଲା ଜୁରା ହେଲେ ଏକା ହେମି ଖୁସିରେ ଫୁଲ ମତି ରସାଲି ଲେତି ମୋର ବିଶାଶ ଧନରେ ଜଉଛେ ଟୁଟି F- ଆମର ଘର ତମର ଘର ଉଛୁନା କେ ଜୁରାଜୁରି ଆମର ଘରେ ପିଠାକଲେ ପରା ଯାଏସି କହଁରି ରେ ରସ ବାଗିର କାଲିଆ ଭମର ଲୋକ କେ ଦେଖଲେ ଅବଦଧରୁ ହଏରେ ଫଟା ନାଗର 💐💐💐💐💐💐💐💐💐💐💐💐💐💐💐 ଅଂତରା- ୨ M-ଫି ସମ୍ବାର ଯାଏସୁ ଧନ ଶିବ ଗୁଡି ପାନି ଢାଲି ମୋର କଥା ତୁଇ କହେସୁ କି ନାଇଁ ଫୁଲ ଆନି ଦେଶୀ ତୁଲୀ ରେ ଫୁଲମତି ରସାଲି ଲେତି ମୁଇ ସାରି ହେଲେ ବୁରିହେବେ ଭମର ତୋର ଚାରୀକୁତି ରେ F-ଗୁବୁକା ଗୁବୁକା ପଦୁଫୁଲ ଫୁଟୁଛେ ମୋର ମନର ବନ୍ଧେ ଆଠକାଲି ତୁଇ ତୁଲୁଛୁ ଭରମୁଛୁ କାଏ ନିନ୍ଦେ ରସବାଗିର କଲିଆ ଭମର ତୋର ବାବଲି ବାଲକେ ହଲା ଏଥର 💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐💐 Anti -Privacy Waring This content is copyright to Singer Sarbeswar Bhoi Official Youtube Channel Production . Any unauthorized is strictly prohibited of this material . Legal action will be taken against those who violate the copyright of the following materia l presented Video is for cultural purpose only. Copyright Disclaimer Under Section 107 of the copyright Act 1976, please like , share comment our youtube chhanel