Перейти к содержимому

Bhubaneswar Crime: Woman Allegedly Raped at Gunpoint in Nayapalli, | Odisha Reporter

Odisha Reporter

0:00 / 0:00

Bhubaneswar Crime: Woman Allegedly Raped at Gunpoint in Nayapalli, | Odisha Reporter

3 884 просмотра · 1 день назад
Odisha Reporter
2,98 млн подписчиков
3 884 просмотра · 1 день назад
#ମୁଖା_ପିନ୍ଧା_ଯୁବକର_ସାଂଘାତିକ_କାଣ୍ଡ ରାଜଧାନୀରେ ଲଜ୍ଜା। ବନ୍ଧୁକ ମୁନରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରେ ଘଟିଛି ଏହି ଘଟଣା। ଅଭିଯୋଗ ଅନୁସାରେ, ଯୁବତୀ ଜଣକ ଘରେ ଏକୁଟିଆ ଥିବା ବେଳେ ମୁହଁରେ ମାସ୍କ ପିନ୍ଧି ଜଣେ ଦୁର୍ବୃତ୍ତ ଘରେ ପଶିଥିଲା। ବନ୍ଧୁକ ଦେଖାଇ ଭୟଭୀତ କରିବା ପରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। #Bhubaneswar #Nayapalli #BhubaneswarCrime #CrimeNews #OdishaCrime #PoliceInvestigation #CCTV #SpecialTeam #BreakingNews #odishanewslive #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter