ମନୋଜ୍ ମିଶ୍ରଙ୍କ AWM ଦେଖି ଭାବ ବିହ୍ୱଳ ହେଲେ SJ ମନୋରଞ୍ଜନ ମିଶ୍ର। AWM is great experiment in odia film.
Pratidin TV
0:00 / 0:00
ମନୋଜ୍ ମିଶ୍ରଙ୍କ AWM ଦେଖି ଭାବ ବିହ୍ୱଳ ହେଲେ SJ ମନୋରଞ୍ଜନ ମିଶ୍ର। AWM is great experiment in odia film.
10 175 просмотров · 6 ч назад
Pratidin TV
1,77 млн подписчиков
10 175 просмотров · 6 ч назад
ମନୋଜ୍ ମିଶ୍ରଙ୍କ AWM ଦେଖି ଭାବ ବିହ୍ୱଳ ହେଲେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ମିଶ୍ର। ଚଳଚ୍ଚିତ୍ରରେ ଦର୍ଶାଯାଇଛି ଯେ କିପରି ଜଣେ ଭଲ ଏବଂ ସମ୍ବେଦନଶୀଳ ଡାକ୍ତର ଜଣେ ରୋଗୀର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିପାରନ୍ତି। ଚଳଚ୍ଚିତ୍ରର ସମ୍ବଲପୁରୀ ଗୀତ 'ଆଏବା ହୋ' ଏବଂ ଏହାର ସିନେମାଟୋଗ୍ରାଫି ବେଶ୍ ଆକର୍ଷଣୀୟ ହୋଇଛି। ପ୍ରତ୍ୟେକ ସିନେମା ପ୍ରେମୀ ଏହି ମୁଭିକୁ ଜମାରୁ ମିସ୍ କରିବା ଉଚିତ୍ ନୁହେଁ ! ଏକ ହୃଦୟସ୍ପର୍ଶୀ ଏବଂ ଭାବପୂର୍ଣ୍ଣ ଓଡ଼ିଆ ଚଳଚ୍ଚିତ୍ର, ଯାହା ବାସ୍ତବ ଜୀବନର କାହାଣୀ ଉପରେ ଆଧାରିତ। AWM ଏହି ଚଳଚ୍ଚିତ୍ରଟି ସମାଜରେ ଭିନ୍ନକ୍ଷମମାନଙ୍କ ପ୍ରତି ଥିବା ଚିନ୍ତାଧାରାକୁ ବଦଳାଇବା ସହ ଭଲପାଇବା ଏବଂ ସାଥୀତ୍ୱର ଏକ ସୁନ୍ଦର ବାର୍ତ୍ତା ଦେଇଥାଏ। AWM is great experiment in odia film.
#AWM #AgneyWedsMinal #OdiaMovieReview #ManojMishra #MustWatchOdiaMovie
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha