Перейти к содержимому

ମାଆ ପାଇଁ ଫେରୁଥିଲେ ଜୁଇରେ ଜଳିଲେ | Odisha Reporter

Odisha Reporter

0:00 / 0:00

ମାଆ ପାଇଁ ଫେରୁଥିଲେ ଜୁଇରେ ଜଳିଲେ | Odisha Reporter

3 063 просмотра · 5 ч назад
Odisha Reporter
2,99 млн подписчиков
3 063 просмотра · 5 ч назад
ମା’ଙ୍କ ଶ୍ରାଦ୍ଧ ପାଇଁ ଘରକୁ ଫେରୁଥିଲେ । ମନରେ ଥିଲା ପରିବାର ସହ କିଛି ସମୟ ବିତାଇବାର ଆଶା । ହେଲେ କିଏ ଜାଣିଥିଲା, ଏହି ଫେରିବା ତାଙ୍କ ଜୀବନର ଶେଷ ଯାତ୍ରା ହୋଇଯିବ ! ସଡ଼କ ଦୁର୍ଘଟଣା ଛଡ଼ାଇ ନେଲା ଯବାନଙ୍କ ଜୀବନ । ଆଉ ଚିରଦିନ ପାଇଁ ନିରବୀ ଗଲେ ୩୦ ବର୍ଷ ଧରି ଦେଶ ସେବାରେ ନିୟୋଜିତ ଥିବା ଯବାନ ସରୋଜ ଶବର । Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter #SarojSabar #Soldier #IndianArmy #RoadAccident #TragicLoss #Martyrdom #SaluteToOurSoldiers #NationFirst #HeartbreakingNews #RoadSafety #OdishaNews #EmotionalStory #GoneTooSoon #TributeToSoldier #BreakingNews