Перейти к содержимому

Thakur Anukul chandra Song || Jagata Janani Maa Badamaa || B k Manoj || Dipika creation

Dipika Creations

0:00 / 0:00

Thakur Anukul chandra Song || Jagata Janani Maa Badamaa || B k Manoj || Dipika creation

18 287 просмотров · 1 месяц назад
Dipika Creations
6,51 тыс. подписчиков
18 287 просмотров · 1 месяц назад
Thakur Anukul chandra song||Jagata Janani Maa Badamaa || B k Manoj ( lyrics - B k Manoj ମା..... ଓ... ମା...... ମାଆ.... ବଡ଼ମା ଜୟ ଜଗତ ଜନନୀ ମା ବଡ଼ମା ଜୟ ଲକ୍ଷ୍ମୀ ସ୍ୱରୂପିଣୀ ମା ବଡ଼ମା ଜୟ ସିନ୍ଧୁ ସୂତା...... ଜୟ ପଦ୍ମାଳୟା.... ଜୟ ସୋଡୋଷିବାଳା ମାଆ......ଓ...... ମା....ଆ... ମା ବଡ଼ମା ---------||ଘୋଷା || ପିତା ରାମନାରାୟଣ......(୨ଥର) ମାତା ତୁମ ଦେବୀ ତ୍ରିନୟନୀ ଆସିଲ ତାଙ୍କରି କୋଳେ ଧନ୍ୟ ହୋଇଗଲା ଏ ଧରଣୀ ଜଗତ ଜନନୀ ମା ଲୋ ଲକ୍ଷ୍ମୀ ମା ସାଆନ୍ତାଣୀ ତ୍ରୀତାପ ହାରିଣୀ ମାଲୋ ଅଭୟ ବର ଦାୟିନୀ ପିତା ରାମନାରାୟଣ ମାତା ତୁମ ଦେବୀ ତ୍ରିନୟନା ଅଠରସ ଚୌରାନବେ ଗଣ୍ଡଦହ ଗ୍ରାମେ କୃଷ୍ଣ ଦ୍ଵାଦଶୀ ତିଥି ରେ ଜନମିଲ ତୁମେ ଧାରା ସିରାବଣ ମାସ ପୁଣ୍ୟ ଲଗନେ ମା........ ଓ...... ମା........ ମା....... ବଡ଼ମା..........||1|| ଭଣ୍ଡାର ର ଧାରିଣୀ ମା.....(୨ଥର ) ତୁମେ ଯେ କରୁଣାମୟୀ ପୁରୁଶୋତ୍ତମ ସଙ୍ଗିନୀ ମାଆ ଲୋ ହେ ଦୟାମୟୀ ଜଗତ ର ଦୁଃଖ ହାରୁ ଦୁଃଖ ବିନାଶିନୀ ସଙ୍କଟ ହାରିଣୀ ମାଆ ଲୋ ସୁଖ ପ୍ରଦାୟିନୀ ଭଣ୍ଡାର ର ଧାରିଣୀ ମା ତୁମେ ଯେ କରୁଣାମୟୀ ଫଟକି ନାମ ବହିଲ ଆହେ ନାରାୟଣୀ ଅନୁକୁଳା ମାଗୋ ତୁମେ ଅଭୟ ଦାୟିନୀ ତବ କୃପା ଢ଼ାଳିଅଛ ସବୁରୀ ପ୍ରାଣେ ମା......ଓ...... ମାଆ........ମା.......ବଡ଼ମା.............. ||2|| ମା......ଓ....... ମା..... ମା ବଡ଼ମା ।