Перейти к содержимому

ସେଲିବ୍ରେସନ୍ ହେଲା କାଳ ବନ୍ଧାହେଲେ ୮ ଅଭିଯୁକ୍ତ | Dhauli Firing Case // odisha 24 live

Odisha24 Live

0:00 / 0:00

ସେଲିବ୍ରେସନ୍ ହେଲା କାଳ ବନ୍ଧାହେଲେ ୮ ଅଭିଯୁକ୍ତ | Dhauli Firing Case // odisha 24 live

255 просмотров · 10 ч назад
Odisha24 Live
7,45 тыс. подписчиков
255 просмотров · 10 ч назад
ସେଲିବ୍ରେସନ୍ ହେଲା କାଳ ବନ୍ଧାହେଲେ ୮ ଅଭିଯୁକ୍ତ | Dhauli Firing Case ଭୁବନେଶ୍ୱର ଧଉଳି ଅଞ୍ଚଳରେ ଗତକାଲି ଘଟିଥିବା ଗୁଳିକାଣ୍ଡ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୁଳିକାଣ୍ଡରେ ବ୍ୟବହୃତ ବନ୍ଧୁକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କର ପୂର୍ବ ଅପରାଧିକ ରେକର୍ଡ ରହିଛି କି ନାହିଁ, ସେନେଇ ତଦନ୍ତ ଚାଲିଛି। ଗୁଳିକାଣ୍ଡ ପଛର କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ଧଉଳି ଥାନା ପୋଲିସ ଖୋଳତାଡ଼ ଜାରି ରଖିଛି। ତଦନ୍ତ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଘଟଣାର ସମସ୍ତ ଅପଡେଟ୍ ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। #DhauliFiring #Dhauli #Bhubaneswar #CommissioneratePolice #OdishaPolice #OdishaNews #CrimeNews #FiringCase #OdiaNews #Odisha24Live