ମାଧବୀ ଛାତ୍ରୀ କୁ ସହଯୋଗ || Study Help || Keonjhar || Joda Badbil || Help India Odisha
HELP INDIA ODISHA
0:00 / 0:00
ମାଧବୀ ଛାତ୍ରୀ କୁ ସହଯୋଗ || Study Help || Keonjhar || Joda Badbil || Help India Odisha
39 просмотров · 2 нед. назад
HELP INDIA ODISHA
19,7 тыс. подписчиков
39 просмотров · 2 нед. назад
କେନ୍ଧୁଝର - ଜିଲ୍ଲା, ବରଡ଼ିଲ ର ନଗେନ ଦାଶ ଙ୍କ ଝିଅ ବିଜୟଲଷ୍ମୀ ଦାଶ ଦଶମ ଶ୍ରେଣୀ ରୁ 87 % ମାର୍କ ରଖି Dharanidhar Autonomous College ରେ +2 Science ରେ ପାଠ ପଢୁଛନ୍ତି , ଅର୍ଥକ ଅସୁବିଧା ପାଇଁ ଝିଅ ପାଠ ପାଇଁ କିଛି ବହି ଓ ଖାତା ର ଆବଶ୍ୟକ ଥିଲା ଏହି ବିଷୟରେ ପଣ୍ଡିତ ଶ୍ରୀପତି ଭାଇନା ଆମ ଟିମ କୁ ଜଣାଇ ଥିଲେ | ଆମ ଟିମ ର ସଦସ୍ୟ ଶୁଭଶ୍ରୀ ତ୍ରିପାଠୀ ମାଡାମ ଝିଅଟିର ସମସ୍ତ ବହି କିଣିବା ପାଇଁ ସହଯୋଗ କରିଥିଲେ | ବହି, ଖାତା କୁ ଶ୍ରୀ ରାମ Bus ଯୋଗେ ଭୁବନେଶ୍ୱର ବରମୁଣ୍ଡା Bus ଷ୍ଟାଣ୍ଡ ରୁ ବରବିଲ, କେନ୍ଧୁଝର ଆମ ଟିମ ପଠାଇ ଥିଲା | ଝିଅ ର ବାପା ନଗେନ ଦାଶ ବହି ପାଇବା ପରେ ଟିମ ଇଣ୍ଡିଆ କୁ ଧନ୍ୟବାଦ ଅର୍ପଣ କରିଛନ୍ତି |
======================================
Bijaya laxmi Dash, daughter of Nagen Dash from Barbil in Keonjhar district, scored 87% in her 10th-grade board exams and is currently studying +2 Science at Dharanidhar Autonomous College. Due to financial difficulties, she was in urgent need of books and notebooks for her studies. Pandit Sripati Bhina informed our team about her situation.
Stepping forward to help, our team member, Subhashree Tripathi Madam, generously provided financial support to purchase all the required books for the girl. The books and notebooks were successfully dispatched from the Baramunda Bus Stand in Bhubaneswar to Barbil, Keonjhar, via the Shree Ram Bus.
After receiving the books, the girl’s father, Nagen Dash, expressed his heartfelt gratitude to Team India for their support.
#helpindia #helpindiateam #StudyHelp #Keonjhar #jodabarbil #barbil