ମୁଁ ସରପଞ୍ଚ ମୋର କିଏ କଣ କରିବ ? | Odisha Reporter
Odisha Reporter
0:00 / 0:00
ମୁଁ ସରପଞ୍ଚ ମୋର କିଏ କଣ କରିବ ? | Odisha Reporter
6 422 просмотра · 7 ч назад
Odisha Reporter
2,99 млн подписчиков
6 422 просмотра · 7 ч назад
ଚାମେଲିଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ହାଇକୋର୍ଟ ବେଆଇନ ଘୋଷଣା କରିବା ପରେ ଏ ଥିଲା ତାଙ୍କ ପ୍ରତିକ୍ରିୟା। ଲୋକଙ୍କ କାମ ପାଇଁ ମୁଁ ମାଡ ଖାଇଛି। ଲୋକଙ୍କ ପାଇଁ ମୁଁ କାମ କରିବି। ଭଗବାନ ଆଶୀର୍ବାଦ ମୋ ଉପରେ ଅଛି ବୋଲି କହି ଚମେଲି ଭାବ ବିହ୍ବଲ ହୋଇ ପଡିଛନ୍ତି। ଜୁନ ୧୧ ତାରିଖରେ ତାଙ୍କ ପ୍ରତି ହୋଇଥିବା ଉଭୟ ଶାରୀରିକ ଓ ମାନସିକ ନିର୍ଯାତନାର କାହାଣୀ ସେ ବଖାଣିଛନ୍ତି। ଯାହା ହେଉ କୋର୍ଟ ମୋତେ ନ୍ୟାୟ ଦେଇଛନ୍ତି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #odisha #chameli