Перейти к содержимому

ନବୀନ କଲେ ଟ୍ୱିଟ CJP ସୌରଭ ଓ ଆଶୁତୋଷ ପାଇଲେ ବେଲ୍! Naveen Patnaik post for CJP Ashutosh & Sourav impact.

Pratidin TV

0:00 / 0:00

ନବୀନ କଲେ ଟ୍ୱିଟ CJP ସୌରଭ ଓ ଆଶୁତୋଷ ପାଇଲେ ବେଲ୍! Naveen Patnaik post for CJP Ashutosh & Sourav impact.

4 679 просмотров · 14 часов назад
Pratidin TV
1,77 млн подписчиков
4 679 просмотров · 14 часов назад
ନବୀନ କଲେ ଟ୍ୱିଟ CJP ସୌରଭ ଓ ଆଶୁତୋଷ ପାଇଲେ ବେଲ୍! କୋକ୍ରୋଚ୍ ଜନତା ପାର୍ଟି (CJP) ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଗିରଫଦାରୀକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ଓଡ଼ିଶା ସମେତ ଜାତୀୟ ରାଜନୀତିରେ ଏକ ବଡ଼ ଆଲୋଡ଼ନ ସୃଷ୍ଟି କରିଛି। ନବୀନ ନିଜ ପୋଷ୍ଟରେ ଲେଖିଥିଲେ ଯେ, ଏକ ନିଷିଦ୍ଧାଞ୍ଚଳରେ ଜାତୀୟ ପତାକା ଉଡ଼ାଇବା ପାଇଁ ଯୁବକମାନଙ୍କୁ ଦୀର୍ଘ ଦିନ ଜେଲ୍‌ରେ ରଖିବା ଅନୁଚିତ, ଯାହା ଦ୍ୱାରା ଦେଶର ଯୁବପିଢ଼ି ଆଇନ ବ୍ୟବସ୍ଥା ଉପରୁ ଭରସା ହରାଇବେ Naveen Patnaik post for CJP Ashutosh & Sourav impact. #NaveenPatnaik #CJPLeaders #SauravDas #AshutoshRanka #OdishaPolitics #BJDvsBJP #LegalUpdates Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha