Перейти к содержимому

ମହିଳାଙ୍କଠାରେ କାହିଁକି ବଢ଼ୁଛି ପିଏମ୍‌ଓଏସ୍‌ (ପିସିଓଏସ୍) ସମସ୍ୟା? | PMOS/ PCOS in Odia | Dr Sweekruti Jena

Swasthya Plus Odia

0:00 / 0:00

ମହିଳାଙ୍କଠାରେ କାହିଁକି ବଢ଼ୁଛି ପିଏମ୍‌ଓଏସ୍‌ (ପିସିଓଏସ୍) ସମସ୍ୟା? | PMOS/ PCOS in Odia | Dr Sweekruti Jena

3 146 просмотров · 18 часов назад
Swasthya Plus Odia
804 тыс. подписчиков
3 146 просмотров · 18 часов назад
ପିଏମ୍‌ଓଏସ୍‌ (ପିସିଓଏସ୍) ବା ପଲିଏଣ୍ଡୋକ୍ରାଇନ୍ ମେଟାବୋଲିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କଠାରେ ପିଏମ୍‌ଓଏସ୍‌ ସମସ୍ୟା ଦେଖିବାକୁ ମିଳୁଛି। ଏହି ସମସ୍ୟା ଥିଲେ ମହିଳାଙ୍କ ଋତୁଚକ୍ରରେ ଅନିୟମିତତା ଦେଖାଦିଏ, ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ଋତୁଚକ୍ର ଶୀଘ୍ର ହୋଇଥାଏ। ତେବେ ପିଏମ୍‌ଓଏସ୍‌ ପ୍ରଜନନ କ୍ଷମତାକୁ କିପରି ପ୍ରଭାବିତ କରେ? ପିଏମ୍‌ଓଏସ୍‌ର ଚିକିତ୍ସା କ’ଣ? ଆସନ୍ତୁ, ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଏନେଇ ଅଧିକ ଜାଣିବା। ଏହି ଭିଡ଼ିଓରେ ରହିଛି, ପିଏମ୍‌ଓଏସ୍ (ପିସିଓଏସ୍‌) କ’ଣ? (0:00) ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାଙ୍କୁ କାହିଁକି ହେଉଛି ପିଏମ୍‌ଓଏସ୍? (0:41) ପିଏମ୍‌ଓଏସ୍‌ର ଲକ୍ଷଣକୁ କିପରି ଚିହ୍ନିବେ? (1:09) ମୋଟାପଣ ପିଏମ୍‌ଓଏସ୍‌କୁ କିପରି ପ୍ରଭାବିତ କରେ? (2:48) ପିଏମ୍‌ଓଏସ୍‌ ପ୍ରଜନନ କ୍ଷମତାକୁ କିପରି ପ୍ରଭାବିତ କରେ? (3:29) ପିଏମ୍‌ଓଏସ୍‌ ହେଲେ ମହିଳାଙ୍କଠାରେ କେଉଁ କେଉଁ ରୋଗ ଦେଖାଦିଏ? (4:17) ପିଏମ୍‌ଓଏସ୍‌ ସମ୍ପୂର୍ଣ୍ଣ ଠିକ୍ ହୋଇପାରିବ କି? (4:51) ପିଏମ୍‌ଓଏସ୍‌କୁ ପରିଚାଳନା କରିବା ପାଇଁ ଜୀବନଶୈଳୀରେ କ’ଣ ପରିବର୍ତ୍ତନ କରିବେ? (5:26) ପିଏମ୍‌ଓଏସ୍‌ର ଚିକିତ୍ସା କିପରି ହୁଏ? (6:43) Polyendocrine Metabolic Ovarian Syndrome (PMOS), also known as PCOS is a hormonal disorder that affects people with ovaries, often during their reproductive years. Symptoms can vary from person to person and may include irregular periods, hormonal changes, acne, excess hair growth, and difficulty with weight management. How to treat PMOS? Let's learn more from Dr Sweekruti Jena, an Endocrinologist. In this Video, What is PMOS (PCOS)? in Odia (0:00) Causes of PMOS, in Odia (0:41) Symptoms of PMOS, in Odia (1:09) How does obesity affect PMOS? in Odia (2:48) Can PMOS affect Fertility? in Odia (3:29) Complications of PMOS, in Odia (4:17) Can PMOS be managed or reversed? in Odia (4:51) Lifestyle changes with PMOS, in Odia (5:26) Treatment of PMOS, in Odia (6:43) #PMOS #PCOS #OdiaHealthTips Watch more evidence-based health videos in Odia:    / swasthyaplus   Swasthya Plus Odia shares evidence-based health videos in Odia, explained by qualified Health Experts across topics such as nutrition, mental health, lifestyle, parenting, and common health conditions. Medical disclaimer: This video is for educational purposes only. It is not medical advice, diagnosis, or treatment, and does not create a doctor-patient relationship. Always consult a qualified Health Expert for personal health concerns. In a medical emergency in India, call 112 or seek urgent care. Explore more health topics and videos: https://www.swasthya.plus/ For corrections, feedback, partnerships, or Health Expert/profile updates: hello@swasthyaplus.com