ବାଲିଅନ୍ତା ଘଟଣାରେ ବଡ଼ ଖୁଲାସା| Crime Branch Investigation On Balianta Murder Case|Balianta Soumya Case
News18 Odia
0:00 / 0:00
ବାଲିଅନ୍ତା ଘଟଣାରେ ବଡ଼ ଖୁଲାସା| Crime Branch Investigation On Balianta Murder Case|Balianta Soumya Case
26 511 просмотров · 5 мес. назад
News18 Odia
6,3 млн подписчиков
26 511 просмотров · 5 мес. назад
ବିଦା ହେବେ ବଡ଼ ଅଫିସର? Crime Branch Investigation On Balianta Murder Case | Balianta Soumya Case
ବାଲିଅନ୍ତାରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା | ଆରମ୍ଭ ହେଲା କ୍ରାଇମବ୍ରାଞ୍ଚ ତନାଘନା | ବାଲିଅନ୍ତା ଥାନାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ | କ୍ରାଇମବ୍ରାଞ୍ଚ ଡିଆଇଜି ବି.ଗଙ୍ଗାଧର କହିଲେ, ଘଟଣାର ତଦନ୍ତ ପାଇଁ ୨ଟି ଟିମ ଗଠନ ହୋଇଛି | ‘୮ ଜଣ ସଦସ୍ୟଙ୍କୁ ନେଇ ୨ ଟି ଟମ୍ ଗଠିତ ହୋଇଛି’ | ଗୋଟିଏ ଟିମ୍ ଘଟଣାସ୍ଥଳକୁ ଓ ଅନ୍ୟଟି ଥାନାକୁ ଯିବ’| ‘ପ୍ରତିଟି ଦିଗକୁ ଗୁରୁତର ସହ ତଦନ୍ତ କରାଯିବ’ | ‘ପ୍ରତ୍ୟେକ ପକ୍ଷର ବୟାନ ରେକର୍ଡ କରାଯିବ’| ‘ସୋସିଆଲ ମିଡିଆରେ ପ୍ରସାରିତ ପ୍ରତ୍ୟେକ ଭିଡିଓର ଯାଞ୍ଚ ହେବ’| ‘ସ୍ଥାନୀୟ ପୋଲିସର ଭୂମିକାକୁ ନେଇ ତଦନ୍ତ ହେବ’| ‘ସେମାନଙ୍କ ବିରୋଧରେ ଅପରାଧିକ ଓ ପ୍ରଶାସନିକ ଅବହେଳା ନେଇ ତଦନ୍ତ ହେବ’| ‘ସମସ୍ତ ପକ୍ଷର ବୟାନ ରେକରଡ କରାଯିବ’ | ‘ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ’| କ୍ରାଇମବ୍ରାଞ୍ଚ DSP ରତ୍ନପ୍ରଭା ଶତପଥୀ ନୂଆ ତଦନ୍ତକାରୀ ଅଧିକାରୀ | ଏସପି ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ |
କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ...
Crime Branch begins intensive probe into the Balianta mob lynching case. Following orders from the Chief Minister, a high-level Crime Branch team has reached Balianta Police Station to investigate the brutal killing of a youth.
ବାଲିଅନ୍ତା ଘଟଣାରେ ବଡ଼ ଖୁଲାସା| Crime Branch Investigation On Balianta Murder Case|Balianta Soumya Case
Crime Branch DIG B. Gangadhar confirmed that two specialized teams, consisting of 8 members, have been formed to handle the case. While one team focuses on the crime scene, the other is scrutinizing the role of the local police.
Key Highlights of the Investigation:
Special Teams: 2 teams formed under the supervision of SP Anirudha Routray.
New IO: Crime Branch DSP Ratnaprabha Satapathy appointed as the new Investigating Officer.
Police Accountability: Investigation into potential criminal and administrative negligence by local police officers.
Evidence Gathering: Every video circulating on social media will be verified, and statements from all parties will be recorded.
#BaliantaMurderCase #BhubaneswarNews #OdishaCrime #PoliceAction #MobViolence #JusticeForSoumyaSwain #BreakingNewsOdisha #CommissioneratePolice #CrimeUpdate #News18Odia #OdiaNews #odishanews #oriyanews #breakingnews #weathernews
#asalakatha #manasdash
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_BJ