ମୋ ଭାଇର ମୁଣ୍ଡକୁ ରଡ଼ରେ ପିଟିଲେ,ମୁଁ ରାଗି ସେମାନଙ୍କୁ ପିଟିଲି !Balianta attack rinku martha death odisha
Pratidin TV
0:00 / 0:00
ମୋ ଭାଇର ମୁଣ୍ଡକୁ ରଡ଼ରେ ପିଟିଲେ,ମୁଁ ରାଗି ସେମାନଙ୍କୁ ପିଟିଲି !Balianta attack rinku martha death odisha
19 334 просмотра · 12 часов назад
Pratidin TV
1,77 млн подписчиков
19 334 просмотра · 12 часов назад
ମୋ ଭାଇର ମୁଣ୍ଡକୁ ରଡ଼ରେ ପିଟିଲେ,ମୁଁ ରାଗିକି ପିଟିଲି | ବାଲିଅନ୍ତା କାଜ ନିକଟରେ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନଙ୍କୁ ପିଟିପିଟି ହତ୍ୟା ମାମଲା ମନରୁ ଲିଭିନଥିବା ବେଳେ, ପୁଣି ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । ବାଲିଅନ୍ତା ଥାନା ପାଟଣା ଗାଁର ରିଙ୍କୁ ମାର୍ଥାଙ୍କୁ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମିଳିଥିବା ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅଧୀନ ପାଟଣା ଗାଁରେ ଗତ ମଙ୍ଗଳବାର ଦିନ ଘଟିଥିଲା ଘଟଣା । ସାମାନ୍ୟ ବଚସାକୁ ନେଇ ରିଙ୍କୁ ମାର୍ଥାଙ୍କୁ ଗାଁର ଅଶୋକ ଜେନା ଏବଂ ତାଙ୍କ ପରିବାର ଲୋକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଆକ୍ରମଣରେ ଗୁରୁତର ହୋଇପଡ଼ିଥିଲେ ରିଙ୍କୁ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ମୃତ୍ୟୁ ଘଟିଛି।Balianta attack rinku martha death odisha
#pratidintv #Balianta #rinkumartha #odisha #policeinvestigation
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha