Перейти к содержимому

ସାଙ୍ଗକୁ ଦେଇଥିବା ଧାର ୭ ଲକ୍ଷ ଟଙ୍କା ନ ମିଳିବାରୁ , ଜୀବନ ହାରିଦେଲେ ଯୁବକ ! Loan Dispute ,man dies in Bbsr

Pratidin TV

0:00 / 0:00

ସାଙ୍ଗକୁ ଦେଇଥିବା ଧାର ୭ ଲକ୍ଷ ଟଙ୍କା ନ ମିଳିବାରୁ , ଜୀବନ ହାରିଦେଲେ ଯୁବକ ! Loan Dispute ,man dies in Bbsr

1 058 просмотров · 9 часов назад
Pratidin TV
1,76 млн подписчиков
1 058 просмотров · 9 часов назад
ସାଙ୍ଗକୁ ଦେଇଥିବା ଧାର ୭ ଲକ୍ଷ ଟଙ୍କା ନ ମିଳିବାରୁ , ଜୀବନ ହାରିଦେଲେ ଯୁବକ ! ଧାର ଦେଇଥିବା ଟଙ୍କା ନ ପାଇବାରୁ ନିଜ ଦେହ ରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବକ । ଯୁବକ ଜଣକ ହେଉଛନ୍ତି ନିଳାଦ୍ରୀବିହାର ମହାବୀର ବସ୍ତି ରେ ରହୁଥିବା ରେ ରହୁଥିବା ଆଶ୍ୱିନ କୁମାର ତାଣ୍ଡିଆ। ସୂଚନା ଅନୁସାରେ ଅଶ୍ୱିନ ଦୁଇବର୍ଷ ତଳେ ଆଶିଷ ଦାସ ଙ୍କୁ 6ଲକ୍ଷ 50 ହଜାର ଓ ଆଶିଷ ଙ୍କ ଶଳା ପ୍ରଭାସ ପଣ୍ଡା ଙ୍କୁ ଦେଢ଼ ଲକ୍ଷ ଟଙ୍କା ଧାର ଆକାର ରେ ଦେଇଥିଲେ। କିନ୍ତୁ ଦୁଇବର୍ଷ ହେବ ଧାର ଟଙ୍କା ମାଗି ମାଗି ଥକି ଯିବାରୁ ଗତ 18 ତାରିଖ ବିଳମ୍ବିତ ରାତିରେ ରେ ଆଶିଷ ଙ୍କ ଅପାର୍ଟମେଣ୍ଟ ସାମ୍ନାରେ ଅଶ୍ୱିନ ନିଜ ଦେହ ରେ ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନିଆ ଯାଇଥିଲା ପରେ ଅବସ୍ଥା ସଂକଟପନ୍ନ ହେବାରୁ ଭୁବନେଶ୍ୱରେ AIIMS କୁ ନିଆ ଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅଶ୍ୱିନ ଙ୍କ ସାନ ଭାଇ ମନୋଜ ଙ୍କ ଅଭିଯୋଗ ଆଧାର ରେ ଆଜି ପ୍ରଭାସ ପଣ୍ଡା ଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ। ଅନ୍ୟ ମୁଖ୍ୟ ଅଭିଯୁକ୍ତ ଆଶିଷ ଦାସ ଙ୍କୁ ଖୋଜୁଛି ପୋଲିସ। man dies after friends ‘refuse’ to return his borrowed Rs 7 lakh ,Bhubaneswar #Bhubaneswar #BhubaneswarCrime #LoanDispute #ChandrasekharpurPolice #FinancialHarassment Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha