Перейти к содержимому

Video No. 03 : SHG Cut-Entry ll SHG କଟ ଅଫ ଏଣ୍ଟ୍ରି | ଫୁଲ ଭିଡ଼ିଓ II

LokOS

0:00 / 0:00

Video No. 03 : SHG Cut-Entry ll SHG କଟ ଅଫ ଏଣ୍ଟ୍ରି | ଫୁଲ ଭିଡ଼ିଓ II

31 220 просмотров · 1 месяц назад
LokOS
3,57 тыс. подписчиков
31 220 просмотров · 1 месяц назад
SHG Cut-Entry | SHG କଟ ଅଫ ଏଣ୍ଟ୍ରି | ଫୁଲ ଭିଡ଼ିଓ Hello everyone welcome to my YouTube channel. This channel mainly focus for provide technicals supports to communities on various govt. schemes, android application, livelihood programmes, job vacancies , computer teaching . Here I’m share my knowledge & Experience Channel Disclaimer: ଏହି ଚ୍ୟାନେଲରେ ଦିଆଯାଉଥିବା ସମସ୍ତ ସୂଚନା ଏବଂ ବିବରଣୀ ସର୍ବସାଧାରଣଙ୍କ ଜ୍ଞାନ ପାଇଁ ଅଟେ। ଆମେ ଏହି ଚ୍ୟାନେଲରେ ସରକାରୀ ଯୋଜନା, ଏଥି ସମ୍ବନ୍ଧୀୟ ନୂତନ Updates, ମହିଳା ସଶକ୍ତିକରଣ, ପଞ୍ଚାୟତରାଜ ବ୍ୟବସ୍ତା ଏବଂ ଅନେକ ବିଷୟରେ ସୂଚନା ପ୍ରଦାନ କରିଥାଉ। ଏହି ଚ୍ୟାନେଲରେ ଦିଆଯାଉଥିବା ସୂଚନାଗୁଡ଼ିକ ସୂଚନାତ୍ମକ ଏବଂ ଶିକ୍ଷାତ୍ମକ ଉଦ୍ଦେଶ୍ୟ ପାଇଁ ଅଟେ। ଆମେ ସତ୍ୟ ଓ ସଠିକ ତଥ୍ୟ ପ୍ରଦାନ କରିବାର ଚେଷ୍ଟା କରୁଥାଉ, କିନ୍ତୁ ତଥାପି ଏହି ସୂଚନାର ସଠିକତା ଏବଂ ସମ୍ପୂର୍ଣ୍ଣତା ସମ୍ପର୍କରେ କୌଣସି ଦାୟିତ୍ୱ ନେଉ ନାହିଁ। ଆପଣମାନେ ଯେକୌଣସି ପ୍ରକାରର ବୈକଳ୍ପିକ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ବିଶେଷଜ୍ଞ, ବିଭାଗୀୟ କର୍ମଚାରୀ, ପଞ୍ଚାୟତ ଅନୁଷ୍ଠାନ ଓ ବିଭାଗୀୟ ମନ୍ତ୍ରୀବର୍ଗଙ୍କ ସହ ପରାମର୍ଶ କରନ୍ତୁ। ଆମେ ଏହି ଚ୍ୟାନେଲରେ ପ୍ରଦାନ କରାଯାଉଥିବା ସୂଚନା ଅବଳମ୍ବନ କରି କୌଣସି ପ୍ରକାର ଅପାହାତି, ଅନୁକୂଳ, କିମ୍ବା କ୍ଷତି ସହିବା ପାଇଁ ଦାୟୀ ନୁହେଁ।