Перейти к содержимому

Naveen Patnaik News: BJD Forms New Media & Social Media Team Ahead of Panchayat Election | Odia News

News18 Odia

0:00 / 0:00

Naveen Patnaik News: BJD Forms New Media & Social Media Team Ahead of Panchayat Election | Odia News

4 292 просмотра · 2 часа назад
News18 Odia
6,23 млн подписчиков
4 292 просмотра · 2 часа назад
Naveen Patnaik News: BJD Forms New Media & Social Media Team Ahead of Panchayat Election | Odia News ବିଜେଡି କରୁଛି ବଡ଼ ରଣନୀତି । ଟିଭି ଓ ଖବରକାଗଜ ମିଡିଆ ଏବଂ ସୋସିଆଲ ମିଡିଆରେ ଦଳ କେମିତି ନିଜର ଏଜେଣ୍ଡା କାର୍ଯ୍ୟକାରୀ କରିପାରିବ, ସେଥିପାଇଁ ପୁରୁଖା ନେତାଙ୍କୁ ଗୁରୁ ଦାୟିତ୍ବ ଦେଇଛନ୍ତି ନବୀନ । ଅରଣ, ସଂଜୟ, ପ୍ରତାପ, ରଣେନ୍ଦ୍ର, ଦେବୀ, ପ୍ରସନ୍ନ, ପ୍ରମୀଳା ଓ ପ୍ରଣବଙ୍କ ଭଳି ଅଭିଜ୍ଞ ତଥା ଭେଟେରାନ ଲିଡରଙ୍କୁ ମିଡିଆ ଟିମରେ ବଡ଼ ଦାୟିତ୍ବ ଦେଇଛନ୍ତି । ସେହିପରି ରାଜ୍ୟସଭା ସାଂସଦ ସଂତୃପ୍ତ ମିଶ୍ରଙ୍କ ସମେତ ୧୦ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ବ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।... Biju Janata Dal (BJD) supremo Naveen Patnaik has unveiled a mega political strategy to strengthen the party's narrative across print, electronic, and social media platforms. To effectively execute BJD's political agenda, senior veteran leaders including Arun Sahoo, Sanjay Das Burma, Pratap Jena, Ranendra Pratap Swain, Debi Prasad Mishra, Prasanna Acharya, Pramila Mallik, and Pranab Prakash Das have been given major responsibilities in the party's core media team. Additionally, Rajya Sabha MP Santrupt Misra along with 10 senior leaders have been appointed as national spokespersons to represent the party on national platforms. Watch this detailed political analysis to understand Naveen Patnaik's new media blueprint and ground strategy in Odisha politics. #NaveenPatnaik #BJDOdisha #OdishaPolitics #SantruptMisra #BJD #OdiaNews #BreakingNews #OdishaLatestNews #BJDMediaTeam #News18Odia #OdiaNews #odishanews #oriyanews #breakingnews News18 Odia is one of Odisha's leading and most trusted Odia news channels, bringing you the latest, fastest, and most reliable news from Odisha, India, and around the world. Stay informed with Breaking News, Odia News, Odisha News, Bhubaneswar News, and LIVE updates—all in one place. From politics, governance, and elections to district news, crime, weather, cyclones, business, education, entertainment, sports, technology, health, and lifestyle, News18 Odia delivers comprehensive news coverage 24x7. Watch News18 Odia LIVE for breaking news, exclusive reports, ground coverage, expert analysis, prime-time debates, and special programs. Follow News18 Odia for trusted journalism, real-time updates, and in-depth coverage of the stories that matter most to Odisha and beyond. -- ନ୍ୟୁଜ୍ ୧୮ ଓଡ଼ିଆ (News18 Odia) ହେଉଛି ଓଡ଼ିଶାର ଅଗ୍ରଣୀ ଏବଂ ସର୍ବାଧିକ ବିଶ୍ୱସନୀୟ ଓଡ଼ିଆ ଖବର ଚ୍ୟାନେଲ୍। ଓଡ଼ିଶା, ଦେଶ ତଥା ସମଗ୍ର ବିଶ୍ୱର ସର୍ବଶେଷ, ଦ୍ରୁତ ଏବଂ ସଠିକ୍ ଖବର ଆପଣଙ୍କ ପାଖରେ ପହଞ୍ଚାଇବା ଆମର ଲକ୍ଷ୍ୟ। ବ୍ରେକିଂ ନ୍ୟୁଜ୍, ଓଡ଼ିଶାର ଟିକିନିଖି ଖବର, ଭୁବନେଶ୍ୱର ଖବର ଏବଂ ଲାଇଭ୍ (LIVE) ଅପଡେଟ୍ ପାଆନ୍ତୁ କେବଳ ଗୋଟିଏ ସ୍ଥାନରେ। ରାଜନୀତି, ଶାସନ ଏବଂ ନିର୍ବାଚନ ଠାରୁ ଆରମ୍ଭ କରି ଜିଲ୍ଲା ଖବର, ଅପରାଧ, ପାଣିପାଗ, ବାତ୍ୟା, ବ୍ୟବସାୟ, ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ଟେକ୍ନୋଲୋଜି, ସ୍ୱାସ୍ଥ୍ୟ ଏବଂ ଲାଇଫଷ୍ଟାଇଲ୍ ପର୍ଯ୍ୟନ୍ତ, ନ୍ୟୁଜ୍ ୧୮ ଓଡ଼ିଆ ୨୪ ଘଣ୍ଟା (24x7) ଖବର ପ୍ରସାରଣ କରିଥାଏ। ଆମ ଚ୍ୟାନେଲରେ ଆପଣ କ'ଣ ଦେଖିବାକୁ ପାଇବେ? ସବୁଠୁ ଆଗରେ ବ୍ରେକିଂ ନ୍ୟୁଜ୍ ଏବଂ ଲାଇଭ୍ ଅପଡେଟ୍ ଏକ୍ସକ୍ଲୁସିଭ୍ ରିପୋର୍ଟ ଏବଂ ଟିକିନିଖି ଗ୍ରାଉଣ୍ଡ କଭରେଜ୍ ବରିଷ୍ଠ ବିଶେଷଜ୍ଞଙ୍କ ସଠିକ୍ ବିଶ୍ଳେଷଣ ଆକର୍ଷଣୀୟ ପ୍ରାଇମ୍-ଟାଇମ୍ ବିତର୍କ (Debates) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ସ୍ପେଶାଲ୍ ଇଣ୍ଟରଭ୍ୟୁ ପଡକାଷ୍ଟ ସହିତ ନ୍ୟୁଜ ଡେସ୍କ ଇଣ୍ଟରଭ୍ୟୁ ନିର୍ଭରଯୋଗ୍ୟ ସାମ୍ବାଦିକତା, ରିଅଲ୍-ଟାଇମ୍ ଅପଡେଟ୍ ଏବଂ ଓଡ଼ିଶା ତଥା ବାହାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀର ସଠିକ୍ ଖବର ପାଇଁ ଆଜି ହିଁ ନ୍ୟୁଜ୍ ୧୮ ଓଡ଼ିଆ ସହିତ ଯୋଡ଼ି ହୋଇ ରୁହନ୍ତୁ। Follow Every Breaking Story LIVE 🔴 Watch News18 LIVE 24x7: https://youtube.com/live/P03Ozb37nxI Download our News18 Mobile App - https://onelink.to/desc-youtube Please visit our website https://bit.ly/2YaikeJ for the latest opinions and detailed news coverage. Follow us on Facebook:   / news18odia   Twitter: https://twitter.com/news18odia?lang=en Website: https://bit.ly/2YaikeJ Subscribe to our channel to get the latest news and updates https://tinyurl.com/y46bt2fm ID_OD_DA