ନବୀନ ବାବୁ ଥିଲେ ଆମ ପାଇଁ ବାତ୍ୟାରେ ବି ବସ୍ ପଠେଇ ସାରନ୍ତେଣି ! cyclone Arnab, Bus passangers stranded, bbsr
Pratidin TV
0:00 / 0:00
ନବୀନ ବାବୁ ଥିଲେ ଆମ ପାଇଁ ବାତ୍ୟାରେ ବି ବସ୍ ପଠେଇ ସାରନ୍ତେଣି ! cyclone Arnab, Bus passangers stranded, bbsr
23 247 просмотров · 1 дн. назад
Pratidin TV
1,77 млн подписчиков
23 247 просмотров · 1 дн. назад
ନବୀନ ବାବୁ ଥିଲେ ଆମ ପାଇଁ ବାତ୍ୟାରେ ବି ବସ୍ ପଠେଇ ସାରନ୍ତେଣି ! ସେ ଥିଲେ ଆମକୁ ଟଙ୍କା ଦେଉଥିଲେ , ଏବେ ୪ ମାସ ହେଲା ଭତ୍ତା ବନ୍ଦ୍। ଆମେ ଘରକୁ ଯିବୁ କେମିତି ? ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) ପ୍ରଭାବରେ ପ୍ରବଳ ବର୍ଷା ଓ ଯାତାୟାତ ବାଧାପ୍ରାପ୍ତ ହେବା ଯୋଗୁଁ ଭୁବନେଶ୍ୱରର ବାବାସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲ (BSABT/ବରମୁଣ୍ଡା) ଏବଂ ରେଳ ଷ୍ଟେସନରେ ଶତାଧିକ ଯାତ୍ରୀ ଫସି ରହିଛନ୍ତି। ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ପରିବହନ ସଂଘ ପକ୍ଷରୁ ବ୍ୟାପକ ପ୍ରତିବନ୍ଧକ ଲଗାଯାଇଛି ! cyclone Arnab, Bus passangers stranded, bbsr
#CycloneArnab #Bhubaneswar #BaramundaBusStand #StrandedPassengers #BusServicesSuspended #OdishaWeather
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha