#day125 😱 Bird କୁ ଥଣ୍ଡା ଲାଗିଛି କି? 🥶 | 5 ଟି Symptoms ଚିହ୍ନନ୍ତୁ! 🐦 | Budgie & Finch Care
jashipur birds
0:00 / 0:00
#day125 😱 Bird କୁ ଥଣ୍ଡା ଲାଗିଛି କି? 🥶 | 5 ଟି Symptoms ଚିହ୍ନନ୍ତୁ! 🐦 | Budgie & Finch Care
51 просмотр · 2 дн. назад
jashipur birds
121 подписчик
51 просмотр · 2 дн. назад
ଶୀତ ଦିନରେ ଆପଣଙ୍କ Budgies, Finch କିମ୍ବା ଅନ୍ୟ Pet Birds ଫୁଲିକି ବସୁଛନ୍ତି କି? 🥶 ପକ୍ଷୀ ଥରୁଛି, ଚୁପ୍ ରହୁଛି କିମ୍ବା ଖାଦ୍ୟ କମ୍ ଖାଉଛି?
ତେବେ ଏହି Video ଆପଣଙ୍କ ପାଇଁ ବହୁତ ଜରୁରୀ।
ଆଜିର Video ରେ ଜାଣିବା:
🐦 1. Bird କୁ ଥଣ୍ଡା ଲାଗିବାର Signs
🐦 2. ପକ୍ଷୀ ଫୁଲିକି କାହିଁକି ବସେ?
🐦 3. Shivering ଓ କମ୍ Activity ର କାରଣ
🐦 4. Winter ରେ Bird କୁ କେମିତି ଯତ୍ନ ନେବେ?
🐦 5. କେଉଁ Signs ଦେଖିଲେ Vet ଙ୍କ ପାଖକୁ ନେବେ?
❤️ Video ଟି ଭଲ ଲାଗିଲେ Like କରନ୍ତୁ, Share କରନ୍ତୁ ଓ Jashipur Bird Channel କୁ Subscribe କରି Bell Icon 🔔 Click କରନ୍ତୁ।
━━━━━━━━━━━━━━
🛒 BIRD FOOD & CARE ITEMS AVAILABLE
ଆମ ପାଖରେ ଉପଲବ୍ଧ:
🌾 Kangni Seed
🦴 Cuttlebone
🧱 Calcium Block
📞 Order / Enquiry Contact: 8249785327
━━━━━━━━━━━━━━
🔎yr quary
Budgie କୁ ଥଣ୍ଡା ଲାଗିଲେ କେମିତି ଜାଣିବେ?
Bird cold symptoms in winter?
Budgies ଥଣ୍ଡାରେ ଫୁଲିକି କାହିଁକି ବସନ୍ତି?
Finch bird winter care କେମିତି କରିବେ?
Bird shivering କରିବାର କାରଣ କଣ?
Winter season ରେ Budgies କୁ କେମିତି ରଖିବେ?
Bird sick କି cold ରେ ଅଛି କେମିତି ଜାଣିବେ?
🐦 JASHIPUR BIRD FAMILY ❤️
#Day125