ତିନି ଯୁଗର ବିଶ୍ୱରୂପ ରହସ୍ୟ | Panchadeba Ep 196 | Mukundakrushna | Biswarupa Rahasya | Sidharth Utsav
Sidharth Utsav
0:00 / 0:00
ତିନି ଯୁଗର ବିଶ୍ୱରୂପ ରହସ୍ୟ | Panchadeba Ep 196 | Mukundakrushna | Biswarupa Rahasya | Sidharth Utsav
3 106 просмотров · 16 часов назад
Sidharth Utsav
1,14 млн подписчиков
3 106 просмотров · 16 часов назад
ପଞ୍ଚଦେବ କାର୍ଯ୍ୟକ୍ରମର ଅଧ୍ୟାୟ ୧୯୬ ରେ ପୂଜ୍ୟ ମୁକୁନ୍ଦକୃଷ୍ଣ ଦାସଙ୍କ ମୁଖରୁ ଶୁଣନ୍ତୁ ବାମନ ଅବତାରଙ୍କ ଅଲୌକିକ ଲୀଳା ଏବଂ ତିନି ଯୁଗରେ କେଉଁ ଛଅ ଜଣ ଭାଗ୍ୟବାନ ଭକ୍ତ ଭଗବାନଙ୍କ ବିଶ୍ୱରୂପ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ସମ୍ପୂର୍ଣ୍ଣ ପ୍ରବଚନ ଦେଖନ୍ତୁ।
Timestamps:
00:00 - ବଳି ରାଜାଙ୍କ ସଂକଳ୍ପ ଓ ବାମନ ଭଗବାନଙ୍କ ଚରଣ ବନ୍ଦନା
01:53 - ଭଗବାନ ବାମନଙ୍କ ବିରାଟ ବିଶ୍ୱରୂପ ଧାରଣ
03:00 - ଶ୍ରୀଅଙ୍ଗରେ ସମସ୍ତ ବ୍ରହ୍ମାଣ୍ଡ ଓ ଦେବତାଙ୍କ ଦର୍ଶନ
06:33 - ବିଶ୍ୱରୂପ କ’ଣ ଏବଂ କେଉଁ ୬ ଜଣ ଏହାର ଦର୍ଶନ ପାଇଛନ୍ତି?
07:18 - ବାମନ ଅବତାର କଥା ଓ ନର୍ମଦା ନଦୀ କୂଳର ଘଟଣା
09:10 - ଦରିଦ୍ର ବ୍ରାହ୍ମଣଙ୍କ ସହିତ ବାମନ ପ୍ରଭୁଙ୍କ ମଧୁର ଲୀଳା
12:30 - ନୀତିବାକ୍ୟ ଓ ସ୍ୱଜାତି ପ୍ରସଙ୍ଗ
15:45 - ବ୍ରାହ୍ମଣଙ୍କ କାନ୍ଧରେ ବାମନ ପ୍ରଭୁ ଓ ଚରଣ କମଳ ଚିହ୍ନ
18:23 - ସତ୍ୟଯୁଗରେ ବ୍ରାହ୍ମଣଙ୍କୁ ବିଶ୍ୱରୂପ ଦର୍ଶନ ଓ ଆୟୁଧ ପ୍ରକଟ
21:06 - ତ୍ରେତୟା ଓ ଦ୍ୱାପର ଯୁଗରେ ବିଶ୍ୱରୂପ ଦର୍ଶନ କରିଥିବା ମହାପୁରୁଷ
23:32 - ଦୁଇ ପାଦରେ ସମଗ୍ର ବ୍ରହ୍ମାଣ୍ଡ ମାପିବା ଓ ସମାପ୍ତି
==========================
To subscribe Sidharth Utsav's channel, click here 👇 / @sidharthutsavofficial
==========================
🌐 Follow Us on Social Media:
📘 Facebook: / sidharthutsavofficial
📸 Instagram: / sidharthutsav
🐦 Twitter (X): https://x.com/sidharthutsav
==========================
📡 "Sidharth Utsav" DTH Details :
Dish TV - 1395 | Airtel - 616 | Sun - 491 | D2H - 1395 | Tata Play -1796
===========================
Subscribe our other Television Channels :
Sidharth TV : / sidharthtv
Sidharth Gold : / @sidharthgold
Jay Jagannath TV : / @jayjagannathtvofficial
#PanchadebaNamastute #MukundaKrushna #SidharthUtsav #BiswarupaDarshan #OdiaPravachan