Перейти к содержимому

ସମ୍ପୂର୍ଣ ନୂଆ ନୂଆ ଆଲବମ ଗୀତରେ ମଜା ନିଆନ୍ତୁ //ସୁଲେଇପାଳ ସଖି ବନ୍ଦନା ନାବକେଳୀ // ସ୍ଥାନ - ବଡହାର୍ କୁମୁଣ୍ଡା

Prasad Studio

0:00 / 0:00

ସମ୍ପୂର୍ଣ ନୂଆ ନୂଆ ଆଲବମ ଗୀତରେ ମଜା ନିଆନ୍ତୁ //ସୁଲେଇପାଳ ସଖି ବନ୍ଦନା ନାବକେଳୀ // ସ୍ଥାନ - ବଡହାର୍ କୁମୁଣ୍ଡା

64 726 просмотров · 2 года назад
Prasad Studio
50,6 тыс. подписчиков
64 726 просмотров · 2 года назад
#prasadstudio #Khantiodiadandanacha #prasadbhaiodiakirttan #prasadtv ନମସ୍କାର ଦର୍ଶକ ବନ୍ଧୁ ।ମୁଁ ଆପଣ ମାନଙ୍କର Youtuber ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ Youtube ଚାନେଲ Prasadstudio ,PrasadTV ,Khanti Odia Danda Nacha ଏବଂ Prasad bhai odia kirttan କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ Prasad studio(ପ୍ରସାଦ ଷ୍ଟୁଡିଓ) ,PrasadTV(ପ୍ରସାଦ ଟିଭି ) Khanti Odia Danda Nacha (ଖାଣ୍ଟି ଓଡ଼ିଆ ଦଣ୍ଡ ନାଚ), Prasad bhai odia kirttan(ପ୍ରସାଦ ଭାଇ ଓଡ଼ିଆ କୀର୍ତ୍ତନ) କୁ subscribe କରି ନିଅନ୍ତୁ ଏବଂ bell icoin କୁ on କରି ଦିଅନ୍ତୁ ଯାହା ଫଳରେ ମୋର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ କୁ ପ୍ରଥମେ ଦେଖି ପାରିବେ ।ରହିଲି ନମସ୍କାର । ଜୟ ଜଗନ୍ନାଥ । ବି. ଦ୍ର. - ମୋ youtube ଚାନେଲ Prasad studio ,PrasadTV ,Khanti Odia Danda Nacha and Prasad bhai odia kirttan ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ ପାଲା ଘୁଡିକି ଦାସ କାଠିଆ ସଂକୀର୍ତ୍ତନ ମେଳା ମହୋତ୍ସବ ଅଷ୍ଟ ପ୍ରହରୀ ଯାତ୍ରା ହୋମ ପାରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁନ ଏକମାତ୍ର ପ୍ରୟାସ । କୌଣସି ବ୍ୟକ୍ତିଗତ କାର୍ଯ୍ୟକ୍ରମକୁ ଆକ୍ଷେପ କରି ନୃତ୍ୟ ପରିବେଷଣ କରିବା କିମ୍ବା କୌଣସି ଜାତି ପ୍ରଥା କୁ ନେଇ ନୃତ୍ୟ ପରିବେଷଣ କରିବା ଆମ୍ଭ ଚାନେଲ ର ଉଦ୍ଦେଶ୍ୟରେ ନୁହେଁ କେବଳ ଟିକିଏ ମନୋରଞ୍ଜନ କରିବା ଉଦ୍ଦେଶ୍ୟରେ ମୋର ଏହି ଚାନେଲ ତେଣୁ ଆଉ କାଳ ବିଳମ୍ବ ନ କରି ମୋର ଏହି ନୂଆ ଚାନେଲ କୁ subscribe, like, share and coments କରନ୍ତୁ ।    / @prasadtv149      / @prasadstudio8149      / @prasadbhaiodiakirttan2482   https://youtube.com/@Khantiodiadandan...