ଆମ Backyard ରେ Jhal Muri & Tea Party 😍 | Family Time in UAE 🇦🇪 | Odia Family Vlog
Ama Chhota Parivara ( ଆମ ଛୋଟ ପରିବାର )
0:00 / 0:00
ଆମ Backyard ରେ Jhal Muri & Tea Party 😍 | Family Time in UAE 🇦🇪 | Odia Family Vlog
242 просмотра · 9 дн. назад
Ama Chhota Parivara ( ଆମ ଛୋଟ ପରିବାର )
148 подписчиков
242 просмотра · 9 дн. назад
ଆଜିର ଭିଡିଓରେ ଆମେ ସମସ୍ତେ ମିଶି ଆମ backyard ରେ ତିଆରି କଲୁ ମଜାଦାର ଓଡ଼ିଆ ଷ୍ଟାଇଲ୍ ଝାଲମୁଢ଼ି (Jhal Muri)! 😍❤️
ମୁଢ଼ି, କାକୁଡ଼ି, ଚଣା, ଟମାଟୋ, ପିଆଜ, ଲଙ୍କା ଓ ମସଲା ମିଶାଇ ପ୍ରସ୍ତୁତ କଲୁ ସ୍ୱାଦିଷ୍ଟ ଝାଲମୁଢ଼ି। ତା’ ସହିତ ଗରମ ଗରମ ଚା’ ଏବଂ ସମସ୍ତ ପରିବାର ସହ ଏକାଠି ବସି ଖାଇବାର ମଜା! ☕😋
ବିଦେଶରେ ରହିଲେ ମଧ୍ୟ ନିଜ ଦେଶର ଖାଦ୍ୟ ଓ ପରିବାର ସହ ବିତାଇଥିବା ଏହି ଛୋଟ ଛୋଟ ମୁହୂର୍ତ୍ତ ଆମ ପାଇଁ ବହୁତ ଖାସ।
ଭିଡିଓଟି ଭଲ ଲାଗିଲେ LIKE କରନ୍ତୁ, COMMENT କରି ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଆମ ଚ୍ୟାନେଲ Ama Chhota Parivara କୁ SUBSCRIBE କରିବାକୁ ଭୁଲନ୍ତୁ ନାହିଁ। ❤️