ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଆରମ୍ଭ! Landfall Near Kakinada, 150 kmph Wind | High Alert Odisha
Prameya Digital
0:00 / 0:00
ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ ଆରମ୍ଭ! Landfall Near Kakinada, 150 kmph Wind | High Alert Odisha
290 просмотров · 8 ч назад
Prameya Digital
149 тыс. подписчиков
290 просмотров · 8 ч назад
ଭୀଷଣ ବାତ୍ୟା ‘ଅର୍ଣ୍ଣବ’ (Cyclone Arnab) କାକିନାଡ଼ା ନିକଟ ୟାନମ୍ ଅଞ୍ଚଳରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି। ବାତ୍ୟାର ବାହ୍ୟ ବଳୟ ସ୍ଥଳଭାଗକୁ ପ୍ରବେଶ କରିବା ଆରମ୍ଭ କରିଥିବା ସୂଚନା ମିଳିଛି। ଆଗାମୀ ୪ ଘଣ୍ଟାରେ ପବନର ବେଗ ୧୨୫ରୁ ୧୩୫ କିମି ପ୍ରତି ଘଣ୍ଟା ରହିବା ସହ ଝଟ୍କା ପବନର ବେଗ ୧୫୦ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି। ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ମାଲକାନଗିରି ଜିଲ୍ଲା ଉପରେ ମଧ୍ୟ ସମ୍ଭାବ୍ୟ ପ୍ରଭାବକୁ ନେଇ ଚିନ୍ତା ବଢ଼ିଛି।
Cyclone Arnab Landfall Update | Andhra Pradesh Cyclone | Odisha Weather Alert: ବାତ୍ୟାର ଗତିପଥ, ପବନର ବେଗ, ସମ୍ଭାବ୍ୟ ପ୍ରଭାବ ଓ ପାଣିପାଗର ସଦ୍ୟତମ ଖବର ପାଇଁ ଦେଖନ୍ତୁ Prameya Digital। ସରକାରୀ ପାଣିପାଗ ବିଭାଗର ନିର୍ଦ୍ଦେଶ ଅନୁସରଣ କରନ୍ତୁ ଏବଂ ସତର୍କ ରୁହନ୍ତୁ।
ଓଡ଼ିଶା ଓ ଦେଶର ସମସ୍ତ Latest News, Breaking News, Cyclone Updates ଏବଂ Weather Reports ପାଇଁ Prameya Digitalକୁ Like, Share ଓ Subscribe କରନ୍ତୁ। ନୂଆ ଅପଡେଟ୍ ପାଇଁ Bell Icon ଦବାନ୍ତୁ। #CycloneArnab #CycloneUpdate #CycloneLandfall #OdishaCyclone #OdishaWeather #OdishaNews #OdiaNews #AndhraPradesh #Kakinada #Yanam #Malkangiri #WeatherAlert #BreakingNews #PrameyaDigital #CycloneLive#Prameya #odisha #PrameyaDigital
Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today.
👍 Like | 🔄 Share | 💬 Comment | 🔔 Subscribe Prameya Digital
For latest news updates follow us on WhatsApp: https://www.whatsapp.com/channel/0029...
For latest Odisha News Follow us:
Website: http://www.prameya.com
/ prameyadigital
/ prameyadigital
/ @prameyadigital
/ prameya-digital-2853663a7
/ prameyadigital
https://www.whatsapp.com/channel/0029...