Перейти к содержимому

19 October 2026

M.R.Abinash@

0:00 / 0:00

19 October 2026

267 просмотров · 6 дн. назад
M.R.Abinash@
180 подписчиков
267 просмотров · 6 дн. назад
ମା' ଭଟ୍ଟାରିକା ଙ୍କ ପୀଠେ ମହାଷ୍ଟମୀ ( ଉଭା ଯାତ୍ରା ) ଦିନ ନୂଆ ଢ଼ୋଲକୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ଏଥିରେ ପଞ୍ଚାମୃତ ପକାଇ ସିଦ୍ଧ କରାହୁଏ। ତାପରେ ମା' ପାଖରୁ ଆସିଥିବା ଆଜ୍ଞାମାଳ କୁ ପିନ୍ଧା ହୁଏ। ଢ଼ୋଲିଆ ସେବାୟତଙ୍କ ଦ୍ବାରା ଧୂପ, ଦୀପ, କର୍ପୂର ଆଳତୀ ଇତ୍ୟାଦି ସବୁ କରାଯାଏ ଏହି ଢ଼ୋଲ ପାଖରେ। ମାନସିକଧାରୀ ଭକ୍ତଙ୍କ ଦ୍ୱାରା ମା' ପାଇଁ ଦିଆ ଯାଇଥିବା ଦେଶୀ ଗଞ୍ଜା( କୁକୁଡ଼ା ଭଳି ) ଓ ବୋଦା ଙ୍କୁ ବଳିଦିଆ ହୁଏ ଏହାପରେ। ସର୍ବଶେଷରେ ଢ଼ୋଲିଆମାନେ ମା' ଙ୍କ ପ୍ରଚ଼ଳିତ ବାଦ୍ୟକୁ ପରମ୍ପରା ଅନୁଯାୟୀ ବଜାଇଥାନ୍ତି। ଏହାକୁ ଢ଼ୋଲିଆ ସେବାୟତଙ୍କ ମତାନୁସାରେ " ଢ଼ୋଲକାଠି ଅନୁକୂଳ " କୁହାଯାଏ। ଏହାପରେ ପରେ ପୀଠରେ ଆରମ୍ଭ ହୁଏ ମନ୍ଦିରରେ ନେତ୍ରୋତ୍ସବ( ମନ୍ଦିରର ଧ୍ୱଜା/ପତାକା ପରିବର୍ତ୍ତନ ନୀତି )। , , #maa_bhattarika_shaktipeeth #maa_bhattarika #ଢ଼ୋଲପୂଜା #ଢ଼ୋଲକାଠି_ଅନୁକୁଳ #ଢ଼ୋଲିଆ_ସେବାୟତ #ପୀଠେ_ମହାଷ୍ଟମୀ #sasanga #badamba #cuttack