Перейти к содержимому

ଅଟୋ ଡ୍ରାଇଭର ଖାଇଲେ ଆହୁରି ୩ କେସ, କଣ କଣ କହିଲେ ଓକିଲ ! ola uber Auto drivers get 3 more legal case, bbsr

Pratidin TV

0:00 / 0:00

ଅଟୋ ଡ୍ରାଇଭର ଖାଇଲେ ଆହୁରି ୩ କେସ, କଣ କଣ କହିଲେ ଓକିଲ ! ola uber Auto drivers get 3 more legal case, bbsr

23 267 просмотров · 9 часов назад
Pratidin TV
1,76 млн подписчиков
23 267 просмотров · 9 часов назад
ଅଟୋ ଡ୍ରାଇଭର ଖାଇଲେ ଆହୁରି ୩ କେସ, କଣ କଣ କହିଲେ ଓକିଲ ! ପୂର୍ବରୁ ଗୋଟିଏ ମାମଲା ରେ ଗିରଫ ହେଇଥିଲେ ଅଟୋ ଚାଳକ ମାନେ ଏବେ ଆଉ 3 ଟି ମାମଲା ରୁଜୁ କରି ରିମାଣ୍ଡ ରେ ନେବାକୁ 114 ଜଣ ଅଟୋ ଚାଳକ କୁ କୋର୍ଟ ରେ ହାଜର କଲା ପୋଲିସ। ଏହି ହିଂସାକାଣ୍ଡ ପଛରେ କେଉଁ ସଂଗଠନ ବା ମାଷ୍ଟରମାଇଣ୍ଡଙ୍କ ହାତ ରହିଛି ଏବଂ ଏହି ଯୋଜନାବଦ୍ଧ ଆକ୍ରମଣ କେମିତି କରାଗଲା, ତାର ଅଧିକ ଖୋଳତାଡ଼ କରିବା ପାଇଁ ପୋଲିସ୍ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି। ola uber Auto drivers get 3 more legal case, bbsr #BhubaneswarAutoStrike #OlaUberRapidoProtest #OdishaTransportDept #BhubaneswarNews #RTOOdisha Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha