Перейти к содержимому

ଖଣ୍ଡାଧାର ଝରଣାର ଅପୂର୍ବ ସୌନ୍ଦର୍ଯ୍ୟ | Khanda Dhara Waterfall Bonai | 90 Days Challenge Day 13 #vlogs

DR Entertainment vlogs Jay Jagannath

0:00 / 0:00

ଖଣ୍ଡାଧାର ଝରଣାର ଅପୂର୍ବ ସୌନ୍ଦର୍ଯ୍ୟ | Khanda Dhara Waterfall Bonai | 90 Days Challenge Day 13 #vlogs

26 просмотров · 12 дн. назад
DR Entertainment vlogs Jay Jagannath
114 подписчиков
26 просмотров · 12 дн. назад
🙏 ଜୟ ଜଗନ୍ନାଥ 🙏 ସ୍ୱାଗତ କରୁଛି ଆପଣମାନଙ୍କୁ ମୋର YouTube Channel DR Entertainment Vlogs – Jai Jagannath ରେ। ଆଜି ଆମର 90 Days Vlogging Challenge ର Day 3। ଆଜିର ଏହି ଭିଡିଓରେ ମୁଁ ଯାଇଛି ସୁନ୍ଦର ପ୍ରାକୃତିକ ପରିବେଶ ଏବଂ ମନମୁଗ୍ଧକର ଖଣ୍ଡାଧାର ଝରଣା, ବଣାଇକୁ। 🌿💦 ପାହାଡ଼, ସବୁଜ ଜଙ୍ଗଲ, ଝରଣାର ଜଳଧାରା ଏବଂ ପ୍ରକୃତିର ଅପୂର୍ବ ଦୃଶ୍ୟ ଆପଣଙ୍କ ମନକୁ ଆନନ୍ଦରେ ଭରିଦେବ। ଭିଡିଓଟି ଭଲ ଲାଗିଲେ: 👍 Like କରନ୍ତୁ 💬 Comment କରି ଆପଣଙ୍କ ମତାମତ ଜଣାନ୍ତୁ 🔔 Channel କୁ Subscribe କରନ୍ତୁ 📲 ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ। ଆପଣମାନଙ୍କ ଭଲପାଇବା ଓ ସମର୍ଥନ ମୋତେ 90 Days Challenge ପୂରା କରିବାରେ ସାହାଯ୍ୟ କରିବ। ଧନ୍ୟବାଦ ❤️ ଜୟ ଜଗନ୍ନାଥ 🙏 #KhandaDharaWaterfall #Bonai #OdiaVlog #DREntertainmentVlogs #90DaysChallenge #odiavlog #reels #drentertainmentvlogs #jaijagannath #odiayoutuber #trending #subscribe #trendingshorts