Перейти к содержимому

ହସେଇ ହସେଇ ଜିତିଗଲେ ଭାଇରାଲ କ୍ୟାଣ୍ଡିଡେଟ୍ | Odisha Reporter

Odisha Reporter

0:00 / 0:00

ହସେଇ ହସେଇ ଜିତିଗଲେ ଭାଇରାଲ କ୍ୟାଣ୍ଡିଡେଟ୍ | Odisha Reporter

37 082 просмотра · 1 дн. назад
Odisha Reporter
2,99 млн подписчиков
37 082 просмотра · 1 дн. назад
ଏବିଭିପିରୁ ପ୍ରାର୍ଥୀ ହୋଇଥିବା ଉତ୍ତମଙ୍କ ଭୋଟ୍ ମାଗିବାର ଅନ୍ଦାଜ ଥିଲା ବେଶ ନିଆରା । ଗୀତ ଗାଇ, ଡାଇଲଗ୍ କହି ସମସ୍ତଙ୍କୁ ହସାଇ ହସାଇ ବେଦମ କରିଥିଲେ ଉତ୍ତମ । ଆଉ ହଠାତ୍ ସୋସିଆଲ ମିଡିଆରେ ଛାଇଗଲା ତାଙ୍କର ଭିଡିଓ । କ୍ୟାମ୍ପେନିଂ ବେଳେ ବେଶ ଭାଇରାଲ ବି ହେଲେ । #uttamkumarmajhi #viralboy #Odishareporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter