Перейти к содержимому

ସାହସୀ ଝି ଶୋଭାଙ୍କର ସଙ୍ଗେ ସାକ୍ଷାତକାର ||Interview With Brave Girl Shobha ||Titilagarh News

Aamar Khabar Din Bhar

0:00 / 0:00

ସାହସୀ ଝି ଶୋଭାଙ୍କର ସଙ୍ଗେ ସାକ୍ଷାତକାର ||Interview With Brave Girl Shobha ||Titilagarh News

2 992 просмотра · 4 дня назад
Aamar Khabar Din Bhar
12 тыс. подписчиков
2 992 просмотра · 4 дня назад
ନିଜର ଦୃଢ଼ ଇଚ୍ଛାଶକ୍ତି ଆର୍ କଠିନ ପରିଶ୍ରମ ବଲନେ ନୂଆ ସଫଳତା ହାସଲ କରି ଇହାଦେ ଚର୍ଚ୍ଚାନେ ଓଡ଼ିଆ ଝି ଶୋଭା ସାହୁ। ହିମାଚଳ ପ୍ରଦେଶର ପ୍ରସିଦ୍ଧ ମାଉଣ୍ଟ ୟୁନମ ଶିଖରନେ ପହଞ୍ଚି ପ୍ରାୟ ୬୧୧୧ ମିଟର, ଅର୍ଥାତ୍‌ ୨୦ ହଜାର ଫୁଟରୁ ଅଧିକା ଉଚ୍ଚତା ଚଢ଼ିଛନ୍ ଶୋଭା। ତାକଁର ସାହସ, ଆତ୍ମବିଶ୍ୱାସ ଆର୍ ଅଦମ୍ୟ ଇଚ୍ଛାଶକ୍ତିର ପରିଚୟ ଦେଇଛେ ଇ ପାହାଡ଼ ଚଢ଼ା। କେବଳ ପାହାଡ଼ ଚଢ଼ବାରନେ ନାଇସେ, ନାଚ ଆର୍ ଗୀତ କ୍ଷେତ୍ରନେ ଭିଲ୍ ଶୋଭା ବେଶ ପାରଦର୍ଶୀ। ଭିନ୍ ଭିନ୍ ପ୍ରତିଭାର ଅଧିକାରୀ ଶୋଭା ନିଜ ସ୍ୱପ୍ନକେ ସାକାର କରବାର ଲାଗି ପାଇଁ ଦୀର୍ଘଦିନ ଧରି ପରିଶ୍ରମ କରିଆସୁଛନ୍। ତାଙ୍କ ଏହି ସଫଳତା ଯୁବପିଢ଼ି, ବିଶେଷକରି ଝିଅମାନକଁର ଲାଗି ପ୍ରେରଣାର ପାଲଟିଛେ। ଏନେଇ ଶୋଭାକଁର ସଙ୍ଗେ ଅଧିକା ଆଲୋଚନା କରିଛନ୍ ଆମ ଟିଟିଲାଗ଼ଡ଼ ପ୍ରତିନିଧି ଅଜିତ ସାହୁ... #BraveGirl #ExclusiveInterview #InspirationalStory #OdishaNews #AamarKhabarDinBhar ଖବର୍ ଦୁନିଆନେ ନୂଆ ସୂର୍ଯ୍ଯୋଦୟ ଆମର୍ ଖବର୍ ଦିନଭର୍ (24*7) ଡିଜିଟାଲ୍ ପ୍ଲାଟଫର୍ମନେ... Amar Khabar is a digital news platform dedicated to delivering accurate, unbiased, and timely news from Western Odisha. We cover a wide range of topics including politics, culture, education, social change, and local achievements, ensuring our audience stays informed and empowered. .. Follow us In One Quick Click👉 :   / aamarkhabardinbhar      / @aamarkhabardinbhar      / @argusnews_in   ------- #Sambalpur #WesternOdisha #OdishaNews #SambalpurNews #BreakingNews #LocalNews #OdishaUpdates #IndiaNews #RegionalNews #DailyNews #TrendingNews #LatestNews #NewsUpdate #SambalpurCity #Burla #Jharsuguda #Bargarh #Balangir #Kalahandi #Subarnapur #WesternOdishaNews #OdishaDistricts #OdishaLocal -------- #aamarkhabar #aamarkhabardinbhar #argusnews #argusodia #odishanews #westernodisha