Перейти к содержимому

ଏ ଦି’ ଭାଇଙ୍କୁ ଦେଖ, ଆଉ କିଛି ଶିଖ | Odisha Reporter

Odisha Reporter

0:00 / 0:00

ଏ ଦି’ ଭାଇଙ୍କୁ ଦେଖ, ଆଉ କିଛି ଶିଖ | Odisha Reporter

6 427 просмотров · 23 часа назад
Odisha Reporter
2,98 млн подписчиков
6 427 просмотров · 23 часа назад
ଏ ଦି’ ଭାଇଙ୍କୁ ଦେଖ, ଆଉ କିଛି ଶିଖ | Odisha Reporter ହସ ହସ ମୁହଁ... ହାତର ଆଙ୍ଗୁଳିରେ ଇସାରା... ଆଉ ସେହି ଇସାରାରେ କୁହାଯାଉଛି ଅନେକ କଥା । କିଏ ନାଁ ପଚାରିଲେ... ଆଙ୍ଗୁଳିରେ ଉତ୍ତର । କିଏ ଦାମ ପଚାରିଲେ... ଆଙ୍ଗୁଳିରେ ଦର । ପରିବା ଓଜନ ହେଲା... ଇସାରାରେ ହିସାବ । ଟଙ୍କା ନେଣଦେଣଠାରୁ ଆରମ୍ଭ କରି ଗ୍ରାହକଙ୍କ ସହ ବ୍ୟବହାର.... ସବୁକିଛିର ମାଧ୍ୟମ କେବଳ ଇସାରା । ଭଲ କରି ଦେଖନ୍ତୁ ଏହି ଦୁଇ ମୁହଁକୁ । ସମ୍ପର୍କରେ ଏମାନେ ହେଉଛନ୍ତି ଦୁଇ ଭାଇ, ପ୍ରତାପ ଚନ୍ଦ୍ର ବିଶ୍ୱାଳ ଏବଂ ସାନଭାଇ ଶରତ ଚନ୍ଦ୍ର ବିଶ୍ୱାଳ । #odishareporter #odisha #ajirakhabar #ajirakhabar #mayurbhanj #udalanews #udala #specialstory #specialpackage #dumb #empowerment Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter