ଲୁହ ପୋଛିଦେଲେ ରାଣୀ ପଣ୍ଡା Rani Panda Helps Daka Mousa After News18 Podcast Heartwarming Odisha News
News18 Odia
0:00 / 0:00
ଲୁହ ପୋଛିଦେଲେ ରାଣୀ ପଣ୍ଡା Rani Panda Helps Daka Mousa After News18 Podcast Heartwarming Odisha News
44 042 просмотра · 3 месяца назад
News18 Odia
6,17 млн подписчиков
44 042 просмотра · 3 месяца назад
ଲୁହ ପୋଛିଦେଲେ ରାଣୀ ପଣ୍ଡା Rani Panda Helps Daka Mousa After News18 Podcast Heartwarming Odisha News
The struggles of Daka Mousa are finally coming to an end. After listening to his heartbreaking story on the News 18 Podcast, popular Odia artist Rani Panda stepped forward to change his life. Daka Mousa has been living in extreme poverty in a single room with his four children in Sundarpada Bhubaneswar after losing his wife. Moved by their plight, Rani Panda visited their home and promised to provide them with a new house and a grocery shop for their livelihood. Furthermore, she has taken full responsibility for the marriage of his two daughters. This generous act is winning hearts across Odisha.
ଡାକ ମଉସାଙ୍କ ଦୁଃଖ ଶୁଣି ଦେବଦୂତ ସାଜିଲେ ରାଣୀ ପଣ୍ଡା। ନ୍ୟୁଜ ୧୮ ପୋଡକାଷ୍ଟରେ ଭୁବନେଶ୍ୱର ସୁନ୍ଦରପଦାରେ ରହୁଥିବା ଡାକ ମଉସାଙ୍କ ଜୀବନ ସଂଘର୍ଷର କାହାଣୀ ପ୍ରସାରିତ ହେବା ପରେ ଏବେ ସାହାଯ୍ୟର ହାତ ବଢାଇଛନ୍ତି ଲୋକପ୍ରିୟ କଳାକାର ରାଣୀ ପଣ୍ଡା। ସ୍ତ୍ରୀଙ୍କୁ ହରାଇ ଗୋଟିଏ ଭଙ୍ଗା ଆଜବେଷ୍ଟସ ଘରେ ୪ ପିଲାଙ୍କୁ ଧରି କାନ୍ଦୁଥିବା ମଉସାଙ୍କୁ ନୂଆ ଘର ଦେବା ସହ ଏକ ରାସନ ଦୋକାନ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ରାଣୀ। କେବଳ ସେତିକି ନୁହେଁ ତାଙ୍କ ଦୁଇ ଝିଅଙ୍କ ବାହାଘର ଦାୟିତ୍ୱ ମଧ୍ୟ ନେଇଛନ୍ତି। ରାଣୀ ପଣ୍ଡାଙ୍କ ଏହି ମହାନ କାର୍ଯ୍ୟକୁ ଏବେ ଚାରିଆଡୁ ପ୍ରଶଂସା କରାଯାଉଛି। ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ ଓ ସେୟାର କରନ୍ତୁ।
#RaniPanda #DakaMousa #News18Odia #OdishaNews #Humanity #Bhubaneswar #SocialWork #InspiringStory
#News18Odia #OdiaNews #odishanews #oriyanews #breakingnews #weathernews
Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
ID_OD_SS