Перейти к содержимому

ମହାଗୌରୀରୁ ମହାକାଳୀ ବେଶ | Odisha Reporter

Odisha Reporter

0:00 / 0:00

ମହାଗୌରୀରୁ ମହାକାଳୀ ବେଶ | Odisha Reporter

175 просмотров · 2 дня назад
Odisha Reporter
2,99 млн подписчиков
175 просмотров · 2 дня назад
ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ମହାଷ୍ଟମୀ ଅବସରରେ ଉଠିଲା ମହାଦୀପ। ମହାଷ୍ଟମୀରେ ଦୁଇଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଛନ୍ତି ମା’। ସକାଳେ ମହାଗୌରୀ ବେଶ ଏବଂ ରାତିରେ ମହାକାଳୀ ବେଶରେ ମା’ଙ୍କ ଦିବ୍ୟ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। #MaaTaraTarini #MahaAshtami #MahaDeepa #Ganjam #OdishaNews #OdiaNews #DurgaPuja #ShaktiPeetha Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter