ଝିଅ ପାଇଁ ସୁନା ରଖିଥିଲି.. ଭାସିଗଲା | Odisha Reporter
Odisha Reporter
0:00 / 0:00
ଝିଅ ପାଇଁ ସୁନା ରଖିଥିଲି.. ଭାସିଗଲା | Odisha Reporter
6 880 просмотров · 6 ч назад
Odisha Reporter
2,99 млн подписчиков
6 880 просмотров · 6 ч назад
ଝିଅ ପାଇଁ ସୁନା ରଖିଥିଲି.. ଭାସିଗଲା
ଅର୍ଣ୍ଣବ ଉଜାଡ଼ିଦେଲା ହସଖୁସିର ସଂସାର । ଭାଙ୍ଗିଦେଲା ଘରଦ୍ୱାର, ଛଡ଼ାଇନେଲା ଲୋକଙ୍କ ଜୀବିକା। ଚାରିଆଡ଼େ କ୍ଷୟକ୍ଷତି ଆଉ ଦୁର୍ଦ୍ଦଶାର ଚିତ୍ର। ହେଲେ ଏହି ବିପଦ ସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇଛି ପ୍ରଶାସନ। ରାସ୍ତାଘାଟ ସଫାଠାରୁ ଆରମ୍ଭ କରି ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପର୍ଯ୍ୟନ୍ତ, ଦିନରାତି ଏକ କରି ସ୍ଥିତି ସୁଧାରିବାରେ ଲାଗିଛନ୍ତି ଅଧିକାରୀ।
#odishareporter #cyclonealert #arnabcyclone
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter