ଖାଣ୍ଟି ଓଡ଼ିଆ ଶୈଳୀରେ ନଡିଆ ରସ ଚିଙ୍ଗୁଡ଼ି ତରକାରୀ 🍤 | Nadia Rasa Chingudi Tarkari Recipe | EP_02
Simpuni's Odia Kitchen
0:00 / 0:00
ଖାଣ୍ଟି ଓଡ଼ିଆ ଶୈଳୀରେ ନଡିଆ ରସ ଚିଙ୍ଗୁଡ଼ି ତରକାରୀ 🍤 | Nadia Rasa Chingudi Tarkari Recipe | EP_02
1 352 просмотра · 3 года назад
Simpuni's Odia Kitchen
441 подписчик
1 352 просмотра · 3 года назад
ଖାଣ୍ଟି ଓଡ଼ିଆ ଶୈଳୀରେ ନଡିଆ ରସ ଚିଙ୍ଗୁଡ଼ି ତରକାରୀ 🍤 | Nadia Rasa Chingudi Tarkari Recipe | simpuni's odia kitchen | EP_02
ନମସ୍କାର ଦର୍ଶକ ବନ୍ଧୁ, simpuni's odia kitchen କୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ!
ଆଜି ଆମ ରୋଷେଇ ଘରେ ପ୍ରସ୍ତୁତ ହେବାକୁ ଯାଉଛି ସମସ୍ତଙ୍କର ଅତି ପ୍ରିୟ ଏବଂ ଖାଣ୍ଟି ଓଡ଼ିଆ ଶୈଳୀର "ନଡିଆ ରସ ଚିଙ୍ଗୁଡ଼ି ତରକାରୀ" (Nadia Rasa Chingudi Tarkari)। ଚିଙ୍ଗୁଡ଼ି ସହିତ ନଡିଆ ରସର ଏହି ଜୁଗଳବନ୍ଦୀ ତରକାରୀର ସ୍ୱାଦକୁ ଦୁଇଗୁଣ କରିଦିଏ। ଏହାକୁ ଗରମ ଗରମ ଭାତ ସହିତ ଖାଇଲେ ବହୁତ ସ୍ୱାଦିଷ୍ଟ ଲାଗିଥାଏ।
ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗେ, ତେବେ ଭିଡିଓକୁ ଲାଇକ, ସେୟାର ଏବଂ ଆମ ଚ୍ୟାନେଲ୍ କୁ Subscribe କରିବାକୁ ଜମାରୁ ଭୁଲିବେନି। ଧନ୍ୟବାଦ! 🙏
🛒 Ingredients (ଆବଶ୍ୟକ ସାମଗ୍ରୀ):
ଚିଙ୍ଗୁଡ଼ି (Prawns) - 250g
ନଡିଆ ରସ (Coconut Milk) - 1 Cup
ପିଆଜ, ଅଦା, ରସୁଣ ବଟା (Onoin, Ginger, Garlic Paste)
ଟମାଟୋ (Tomato)
ଗୋଟା ଗରମ ମସଲା (Whole Spices)
ହଳଦୀ ଏବଂ ଲଙ୍କା ଗୁଣ୍ଡ (Turmeric & Chili Powder)
ସୋରିଷ ତେଲ ଓ ଲୁଣ (Mustard Oil & Salt) - ସ୍ୱାଦ ଅନୁସାରେ
#NadiaRasaChingudiTarkari #ChingudiTarkari #OdiaRecipe #ChingudiNadiaRasa #SimpunisOdiaKitchen #OdiaFood #PrawnCoconutCurry #OdiaCooking #ChingudiRecipe #TrendingOdiaRecipe