Перейти к содержимому

ବହୁତ ଦିନ ପରେ ବନେଇଲୁ ବିରି ଚକୁଳି | ଏମିତି ସ୍ୱାଦ ଭୁଲି ହେବନି |Odia Recipe | baneilu biri chakuli

Village girl vlog

0:00 / 0:00

ବହୁତ ଦିନ ପରେ ବନେଇଲୁ ବିରି ଚକୁଳି | ଏମିତି ସ୍ୱାଦ ଭୁଲି ହେବନି |Odia Recipe | baneilu biri chakuli

831 просмотр · Трансляция закончилась 7 дн. назад
Village girl vlog
653 подписчика
831 просмотр · Трансляция закончилась 7 дн. назад
ବହୁତ ଦିନ ପରେ ଆଜି ଆମ ଘରେ ତିଆରି କଲୁ ସୁଆଦିଆ ଓ ଗରମାଗରମ ଦେଶୀ ବିରି ଚକୁଳି। 😍 ବିରି ଚକୁଳି କେମିତି ବନେଇଲୁ ଓ କେମିତି ହେଲା ଆଜିର ଏହି ସୁନ୍ଦର Odia Cooking Vlog ରେ ଦେଖନ୍ତୁ। ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ବିରି ଚକୁଳିର ସ୍ୱାଦ ନିଶ୍ଚିତ ଆପଣଙ୍କୁ ମନେ ପକାଇଦେବ ପୁରୁଣା ଦିନର କଥା। ❤️ ଭିଡିଓଟି ଭଲ ଲାଗିଲେ Like, Share ଓ Comment କରନ୍ତୁ। ଏମିତି ନୂଆ ନୂଆ ଓଡ଼ିଆ ରେସିପି ଦେଖିବା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ। #BiriChakuli #OdiaChakuli #OdiaRecipe #BiriChakuliRecipe #OdiaFood #OdiaCooking #TraditionalOdiaFood #OdiaVillageCooking