Перейти к содержимому

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ କ'ଣ ଖାଇବେ? | Diet for Healthy Kidney in Odia | Sushree Tapaswini Das

Swasthya Plus Odia

0:00 / 0:00

କିଡ୍‌ନିକୁ ସୁସ୍ଥ ରଖିବା ପାଇଁ କ'ଣ ଖାଇବେ? | Diet for Healthy Kidney in Odia | Sushree Tapaswini Das

705 024 просмотра · 2 года назад
Swasthya Plus Odia
803 тыс. подписчиков
705 024 просмотра · 2 года назад
#KidneyDiet #OdiaHealthTips କିଡ୍‌ନି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ରକ୍ତରୁ ବର୍ଜ୍ୟ ବସ୍ତୁକୁ ଛାଣିବାରେ ସାହାଯ୍ୟ କରିଥାଏ। ତେଣୁ କିଡ୍‌ନିକୁ ସୁସ୍ଥ ରଖିବା ନିହାତି ଜରୁରୀ। ଆସନ୍ତୁ ଡାଏଟିସିଆନ ସୁଶ୍ରୀ ତପସ୍ୱିନୀ ଦାସଙ୍କଠାରୁ ଜାଣିବା କିଡ୍ନିକୁ କେମିତି ରଖିବେ ସୁସ୍ଥ। ଏହି ଭିଡିଓରେ ରହିଛି, କିଡ୍‌ନିକୁ ସୁସ୍ଥ କେମିତି ରଖିବେ? (0:00) କିଡ୍‌ନି ରୋଗୀ କ’ଣ ଖାଇବେ, କ’ଣ ଖାଇବେ ନାହିଁ? (2:49) ଜୀବନଶୈଳୀରେ ପରିବର୍ତ୍ତନ ଦରକାର? (10:07) କିଡ୍‌ନି ଡାଏଲିସିସ୍‌ରେ ଥିବା ବ୍ୟକ୍ତି କ’ଣ ଖାଇବେ, କ’ଣ ନାହିଁ? (12:16) A healthy kidney diet plays a crucial role in maintaining kidney function and preventing kidney disease. Diet helps your kidneys maintain a healthy balance of salts and minerals in your body and helps you to feel better. What to eat & what not for a healthy Kidney? Let's know more from Sushree Tapaswini Das, a Dietician. In this Video, How to keep your Kidneys healthy? in Odia (0:00) What to eat & what not with Kidney disease? in Odia (2:49) Role of lifestyle changes for a healthy Kidney, in Odia (10:07) What to eat & what not during Kidney dialysis? in Odia (12:16) Subscribe Now & Live a Healthy Life! ସ୍ଵାସ୍ଥ୍ୟ ପ୍ଲସ୍‌ ନେଟ୍‌ୱର୍କ କୌଣସି ଚିକିତ୍ସା ଉପଦେଶ ଦେଉନାହିଁ। ସ୍ଵାସ୍ଥ୍ୟ ପ୍ଲସ୍‌ ନେଟୱର୍କରେ ଦେଖୁଥିବା ବିଭିନ୍ନ ଭିଡିଓ/ ବିଷୟବସ୍ତୁ କେବଳ ସୂଚନା ପ୍ରଦାନ କରିବା ଉଦ୍ଦେଶ୍ୟରେ ରହିଛି। ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ରୋଗ ନିର୍ଣ୍ଣୟର ଏହା ବିକଳ୍ପ ସମାଧାନ ନୁହେଁ। ନିଜର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ସବୁବେଳେ ଜଣେ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। Swasthya Plus Network does not provide medical advice. Content on Swasthya Plus Network is for informational purposes only, and is not a substitute for the professional judgment of a doctor/health professional. Always seek the advice of a qualified health professional for your health concerns. ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (   / swasthyaplus  ) ସବ୍‌ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାନ୍ତୁ। ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି! For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia). For feedback and business inquiries, contact Swasthya Plus Odia at hello@swasthyaplus.com Swasthya Plus Odia, Odisha's leading destination for Health Tips in Odia language on health, hygiene, nutrition, lifestyle, and more!