Перейти к содержимому

One Last Video ❤️ | Thank You for Everything #odiavlog #endofanera #thankyou #youtubejourney #odisha

i Tourist

0:00 / 0:00

One Last Video ❤️ | Thank You for Everything #odiavlog #endofanera #thankyou #youtubejourney #odisha

60 просмотров · 3 недели назад
i Tourist
588 подписчиков
60 просмотров · 3 недели назад
ବର୍ଷ ବର୍ଷ ଧରି Video ବନେଇବା, ଆପଣମାନଙ୍କ ସହିତ ମୋର ଅନୁଭୂତି ବାଣ୍ଟିବା ପରେ, ମୁଁ ଏବେ YouTube Vlogging ରୁ ବିରତି ନେବାକୁ ନିଷ୍ପତ୍ତି ନେଇଛି। ଏହା କେବଳ ଏକ Channel ର ଶେଷ ନୁହେଁ… ଏହା ମୋ ଜୀବନର ଏକ ସୁନ୍ଦର ଅଧ୍ୟାୟର ଶେଷ। ❤️ ମୋର ପ୍ରତ୍ୟେକ Subscriber, Viewer ଏବଂ Supporterଙ୍କୁ ହୃଦୟରୁ ଧନ୍ୟବାଦ। 🙏 ଆପଣମାନଙ୍କର ଭଲପାଇବା, Support ଏବଂ ଉତ୍ସାହ ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର ହୋଇ ରହିବ। ଏହା ହୁଏତ ମୋର ଶେଷ Video… କିନ୍ତୁ ଏହି ସମସ୍ତ ସ୍ମୃତି ସବୁବେଳେ ମୋ ସହିତ ରହିବ। ❤️