Перейти к содержимому

ଆମ ଗାଁ ରେ ପ୍ରବଳ ମାଙ୍କଡ! 🐒 Monkey's donkey's

SANTU BLOGGER

0:00 / 0:00

ଆମ ଗାଁ ରେ ପ୍ରବଳ ମାଙ୍କଡ! 🐒 Monkey's donkey's

8 просмотров · 17 ч назад
SANTU BLOGGER
146 подписчиков
8 просмотров · 17 ч назад
ଆମ ଗାଁ ରେ ପ୍ରବଳ ମାଙ୍କଡ! 🐒 ଏମାନେ କଣ କରନ୍ତି ଜାଣିଛନ୍ତି? 1. ଘରୁ ଭାତ, କଦଳୀ, ରୁଟି ନେଇ ପଳାନ୍ତି। 2. ଚାଷ ଜମିରେ ପଶି ଫସଲ ନଷ୍ଟ କରନ୍ତି। 3. ପିଲାମାନଙ୍କୁ ଡରାନ୍ତି, କେତେବେଳେ କାମୁଡି ବି ଦିଅନ୍ତି। ଆମେ ଭୟରେ ଝରକା ବି ଖୋଲି ପାରୁନୁ। ହାତରେ ବାଡି ଧରି ବାହାରକୁ ଯିବାକୁ ପଡୁଛି। କିନ୍ତୁ ମାଙ୍କଡ ତ ଆମ ଭଳି ଜୀବ, ମାରିବା ତ ପାପ। ସେଥିପାଇଁ ଆମେ ତାଙ୍କୁ ଘଉଡାଇ ଦେଉଛୁ, ମାରୁନୁ। ଆପଣମାନଙ୍କ ଗାଁ ରେ ବି ଏମିତି ମାଙ୍କଡ ଅଛନ୍ତି କି? କମେଣ୍ଟରେ କହନ୍ତୁ। ଭିଡିଓ ଭଲ ଲାଗିଲେ Like, Share ଆଉ Santu Blogger କୁ Subscribe କରନ୍ତୁ। ଜୟ ଜଗନ୍ନାଥ! 🙏. ⭕‼️⭕ ଆପଣ ମୋ ବିଷୟରେ ଅଧିକ ଜଣନ୍ତୁ ↓↓↓ତଳେ ଲିଙ୍କ ଦିଆଜାଇଛି 🙏[FACEBOOK PROFILE ]🙏 https://www.facebook.com/profile.php?... 🙏[INSTAGRAM] 🙏 https://www.instagram.com/sa.ntu3494?... 🙏[FACEBOOK PAGE]🙏 https://www.facebook.com/profile.php?... #santublogger #monkeyvideo #donkey #villagevlog 🙏 [THREAD APP]🙏 https://www.threads.net/@sa.ntu3494