ବାବୁ ମହଲ: ସନିଆ ଜିତିଲା ୩ କୋଟି | Babu Mahal # 281 - Sania Wins 3 Crore | Odia Cartoon Video
Dharitri Live
0:00 / 0:00
ବାବୁ ମହଲ: ସନିଆ ଜିତିଲା ୩ କୋଟି | Babu Mahal # 281 - Sania Wins 3 Crore | Odia Cartoon Video
3 346 193 просмотра · 1 год назад
Dharitri Live
2,86 млн подписчиков
3 346 193 просмотра · 1 год назад
ଗାଁ ଠାରୁ ସହର ଏବେ ସବୁଆଡେ ଫାଣ୍ଟାସି କ୍ରିକେଟର କ୍ରେଜ। କିଏ କୋଉଠି ମୋବାଇଲରେ ଗେମ ଖେଳି ପାଇଥିବା ୩ କୋଟି ଓ ଥାର ଗାଡିକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। କିଏ କହୁଛି ଏଇଟା ଜୁଆ ଖେଳ ତ ଆଉ କିଏ କହୁଛି ଏଇଟା କୋଟିପତି ହବାର ସୁବର୍ଣ୍ଣ ସୁଯୋଗ। ତେବେ ସନିଆ କେମିତି କୋଟିପତି ହବା ପାଇଁ ଗେମ ଖେଳି ହଇରାଣରେ ପଡିଛି, ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି। ଏଥର 'ବାବୁ ମହଲ'ର ପ୍ରସଙ୍ଗ ହେଉଛି 'ସନିଆ ଜିତିଲା ୩ କୋଟି '।
ଏହି ଆନିମେଶନ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ନିଜ ମତାମତ କମେଣ୍ଟବକ୍ସରେ ଲେଖନ୍ତୁ।
Babu Mahal # 281 : ସନିଆ ଜିତିଲା ୩ କୋଟି : Sania Wins 3 Crore ( A funny odia animated cartoon web series from Dharitri Live )
This video is not allowed for reuse/ redistribution in any form and manner on any source. Copyright owner : Dharitri Live
LIKE | SHARE | SUBSCRIBE
Also Watch:
👉 Special Episodes : • Special Report - ସ୍ପେଶିଆଲ ରିପୋର୍ଟ
👉 'Fun with Public' all episodes: • Fun With Public | ଫନ୍ ଓ୍ବିଥ୍ ପବ୍ଲିକ୍ | Dha...
👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
👉 Health Tips: • Health Tips | ହେଲ୍ଥ୍ ଟିପ୍ସ୍
👉 Smart City Specials | ସ୍ମାର୍ଟ୍ ସିଟି ସ୍ପେଶାଲ୍ସ୍ : • Delicious momos in Bhubaneswar । ସ୍ମାର୍ଟସି...
👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ | Dharitri Live
For more updates please visit us:
👉 Website: https://www.dharitri.com
👉 Facebook: / dharitrinews
👉 Twitter: / dharitrilive1
👉 Youtube: / dharitrilive
👉 Instagram: / dharitrilive
#BabuMahal #OdiaCartoonVideo #OdiaComedy #CartoonVideo #SaniaComedy #OdianewCartoonVideo #Kalabaisakhi