
Идёт прямой эфир
Трансляции Youvio пока не открывает — они идут другим способом доставки, чем обычные видео. Записи завершённых эфиров и остальные ролики работают как всегда.
🔴 LIVE | ବୁଡିଗଲା ବ୍ରହ୍ମପୁର, ଯୁଆଡେ ଦେଖିବା ସିଆଡେ ପାଣି | ଅର୍ଣ୍ଣବ ବାତ୍ୟାର ପ୍ରଭାବ | Arnab Cyclone Impact
В эфиреСейчас смотрят: 468 · Трансляция началась 63 минуты назад
Khabar Sange Sange
3,07 тыс. подписчиков
Сейчас смотрят: 468 · Трансляция началась 63 минуты назад
🔴 LIVE | ବୁଡିଗଲା ବ୍ରହ୍ମପୁର, ଯୁଆଡେ ଦେଖିବା ସିଆଡେ ପାଣି | ଅର୍ଣ୍ଣବ ବାତ୍ୟାର ପ୍ରଭାବ | Arnab Cyclone Impact |
ବୁଡିଗଲା ବ୍ରହ୍ମପୁର, ଯୁଆଡେ ଦେଖିବା ସିଆଡେ ପାଣି... 🌧️🌊
ଅର୍ଣ୍ଣବ ବାତ୍ୟାର ପ୍ରଭାବରେ ରାତିସାରା ଲଗାଣ ବର୍ଷା ପରେ ବ୍ରହ୍ମପୁରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି। ଡୁଡୁମା କଲୋନୀ ବସ୍ଷ୍ଟାଣ୍ଡ ନିକଟ ଅଞ୍ଚଳରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମିଥିବା ବେଳେ କିଛି ଘର ଭିତରକୁ ମଧ୍ୟ ପାଣି ପଶିଛି।ଏହି LIVE Ground Report ରେ ଦେଖନ୍ତୁ ବ୍ରହ୍ମପୁରର ଗ୍ରାଉଣ୍ଡ ଜିରୋ ସ୍ଥିତି, ଜଳବନ୍ଦୀ ଅଞ୍ଚଳର ଦୃଶ୍ୟ ଏବଂ ସ୍ଥାନୀୟ ଲୋକଙ୍କ ସମସ୍ୟା।ବର୍ଷାଜଳ ନିଷ୍କାସନ ପାଇଁ ବ୍ରହ୍ମପୁର ମହାନଗର ନିଗମର କର୍ମଚାରୀମାନେ ରାତି ସମୟରେ ମଧ୍ୟ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। #berhampur #berhampurflood #arnabcyclone #cyclonearnab #odishacyclone #odishanews #berhampurnews #ganjamnews #heavyrain #rainfall #waterlogging #floods #floodnews #groundreport #livenews #breakingnews #odisharain #cycloneimpact #khabarsangesange
📍 Ground Report: ବ୍ରହ୍ମପୁର, ଗଞ୍ଜାମ
🔴 LIVE | Khabar Sange Sange
ବ୍ରହ୍ମପୁରର ଏହି ଜଳବନ୍ଦୀ ସ୍ଥିତି ନେଇ ଆପଣଙ୍କ ଅଞ୍ଚଳର ଅବସ୍ଥା କେମିତି? Comment କରି ଜଣାନ୍ତୁ।