Перейти к содержимому

୨୫ ହଜାର ଲୋକ ଆସିଛନ୍ତି ,ଖୋର୍ଦ୍ଧା ବଡ଼ିଜୋନର ରାବଣ ପୋଡି ଦେଖିବାକୁ ! Ravan Podi In khordha

Pratidin TV

0:00 / 0:00

୨୫ ହଜାର ଲୋକ ଆସିଛନ୍ତି ,ଖୋର୍ଦ୍ଧା ବଡ଼ିଜୋନର ରାବଣ ପୋଡି ଦେଖିବାକୁ ! Ravan Podi In khordha

2 453 просмотра · 20 часов назад
Pratidin TV
1,77 млн подписчиков
2 453 просмотра · 20 часов назад
୨୫ ହଜାର ଲୋକ ଆସିଛନ୍ତି ,ଖୋର୍ଦ୍ଧା ବଡ଼ିଜୋନର ରାବଣ ପୋଡି ଦେଖିବାକୁ !ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ସବୁ ବର୍ଷ ପରି ଚଳିତ ବର୍ଷ ସ୍ବେଛାସେବୀ ଯୁବ ଅନୁଷ୍ଠାନ ବଡ଼ିଜୋନ ପକ୍ଷରୁ 22 ତମ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଛି l ଶାରଦୀୟ ଦୁର୍ଗାପୂଜା ଆଜିର ବିଜୟା ଦଶମୀ ରେ ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ନେଇ ପାଳନ ହେଉଥିବା ରାବଣ ପୋଡି ଉତ୍ସବ ଖୋର୍ଦ୍ଧା ଯୁବ ବର୍ଗ ଙ୍କ ସହିତ ସମସ୍ତ ଜନସାଧାରଣ ଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିପାରିଛି l Ravan Podi In khordha #RavanPodi #khordha #odisha #pratidintv #durgapuja Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha