Перейти к содержимому

ଦଶହରା Special ରେ ତିଆରି କରନ୍ତୁ ଖଜା ‼️(ଉପରୁ crispy ଭିତରୁ soft) Khaja/Muduka khaja/khajapitha

Lata's Odia kitchen

0:00 / 0:00

ଦଶହରା Special ରେ ତିଆରି କରନ୍ତୁ ଖଜା ‼️(ଉପରୁ crispy ଭିତରୁ soft) Khaja/Muduka khaja/khajapitha

53 200 просмотров · 1 день назад
Lata's Odia kitchen
1,3 млн подписчиков
53 200 просмотров · 1 день назад
🙏 ନମସ୍କାର 🙏 ଆଜି ଆମେ ତିଆରି କରିବା ଏକ ସୁଆଦିଆ ଓ କୁରୁକୁରା ଖଜା ପିଠା ରେସିପି 😋❤️ ଘରେ ଥିବା ସାଧାରଣ ସାମଗ୍ରୀରେ ଅତି ସହଜରେ ତିଆରି କରନ୍ତୁ ମଜାଦାର ଖଜା ପିଠା। ଏହାର ସ୍ୱାଦ ଓ କୁରୁକୁରାପଣ ଆପଣଙ୍କ ମନ ଜିଣିନେବ। ଚା’ ସହିତ ଖାଇବା ପାଇଁ ହେଉ କିମ୍ବା ପର୍ବପର୍ବାଣୀରେ, ଏହି ଖଜା ପିଠା ସମସ୍ତଙ୍କୁ ନିଶ୍ଚୟ ପସନ୍ଦ ଆସିବ। 🥰 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ଘରେ ନିଶ୍ଚୟ ଥରେ ତିଆରି କରନ୍ତୁ। ଭିଡିଓଟି ଭଲ ଲାଗିଲେ Like 👍, Share ❤️ ଓ Comment କରିବାକୁ ଭୁଲିବେନି। ଏମିତି ନୂଆ ନୂଆ ଓଡ଼ିଆ ରେସିପି ଦେଖିବା ପାଇଁ ମୋ ଚ୍ୟାନେଲକୁ Subscribe କରନ୍ତୁ ଓ Bell Icon 🔔 ଦବାଇ ଦିଅନ୍ତୁ। ଆପଣମାନଙ୍କ ଭଲପାଇବା ଓ ସମର୍ଥନ ମୋ ପାଇଁ ବହୁତ ମୂଲ୍ୟବାନ। ❤️🙏 ଜୟ ଜଗନ୍ନାଥ 🙏 #ଖଜାପିଠା #OdiaRecipe #KhajaPitha #OdiaPitha #OdiaFood #TraditionalOdiaFood #OdiaCooking #OdiaKitchen #HomemadeRecipe