Перейти к содержимому

Aasithili Dine gita sabhaku || Jayashree Dhal || Santilata Barik || Jagannatha Bhajan || Odia Bhajan

Survibration

0:00 / 0:00

Aasithili Dine gita sabhaku || Jayashree Dhal || Santilata Barik || Jagannatha Bhajan || Odia Bhajan

89 009 просмотров · 2 года назад
Survibration
427 тыс. подписчиков
89 009 просмотров · 2 года назад
Aasithili Dine gita sabhaku || Jayashree Dhal || Santilata Barik || Jagannatha Bhajan || Odia Bhajan #asithilidinegitasabhaku #santilatabarika #jayashreedhal #rabikumar #survibration #newjagannathbhajan #newodiasong #rathayatraspecial #jayjagannath ♫ CREDITS ♫ ♫ Song Name - Aasithili Dine gita sabhaku ♫ Singer - Jayashree Dhal ♫ Music - Basudev Ratha ♫ DOP & Edit - Kumar Chandan ♫ Banner - Survibration G major ଆସିଥିଲି ଦିନେ ଗୀତ ସଭାକୁ ମୁଁ ଗାଇବାକୁ ଗୀତ ତୋର କାଳିଆରେ କାଳିଆରେ କାଳିଆରେ କାଳିଆରେ କାଳିଆରେ ଆସିଥିଲି ଦିନେ ଗୀତ ସଭାକୁ ମୁଁ ଗାଇବାକୁ ଗୀତ ତୋର ( ୨ ) ଜାନିତ ନଥିଲି ତୋ ଗୀତ ଗାଇଲେ ନାଁ ହେବ ଏତେ ମୋର ଆସିଥିଲି ଦିନେ ଗୀତ ସଭାକୁ ମୁଁ ସରଧା ଟି ତୋର ପାଇଲି ମୁଁ ସତେ ( ୨ ) ସରଧା ଟି ତୋର ପାଇଲି ମୁଁ ସତେ ଭୁଲିଗଲି ମାନ ଅପମାନ ଯେତେ ଭକତିରେ ତୁହି ବନ୍ଧାରେ କାଳିଆ ବାନା ଉଡେ ନିତି ତୋର ଯେତେ ଯାହା କଲେ ଆପଣାର ଭାବି କରିବୁନି ମତେ ପର ଆସିଥିଲି ଦିନେ ଗୀତ ସଭାକୁ ମୁଁ ଗାଇବାକୁ ଗୀତ ତୋର ଜାନିତ ନଥିଲି ତୋ ଗୀତ ଗାଇଲେ ନାଁ ହେବ ଏତେ ମୋର ଆସିଥିଲି ଦିନେ ଗୀତ ସଭାକୁ ମୁଁ ଜୀବନଟା ସାରା ତୋ ଶରଣ ନେଇ ( ୨ ) ଖୋଜୁଥିିବି ତୋତେ ପାଗଳ ମୁଁ ହୋଇ ବାଟ ଭୁଲିଗଲେ ତୁହିରେ କାଳିଆ ହାତ ଧରିନେବୁ ମୋର ଏହା ଠାରୁ ବଳି ସୁଖ ଶାନ୍ତି ଆଉ ନାହିଁ କିଛି ଦରକାର ଆସିଥିଲି ଦିନେ ଗୀତ ସଭାକୁ ମୁଁ ଗାଇବାକୁ ଗୀତ ତୋର ଜାନିତ ନଥିଲି ତୋ ଗୀତ ଗାଇଲେ ନାଁ ହେବ ଏତେ ମୋର ଆସିଥିଲି ଦିନେ ଗୀତ ସଭାକୁ ମୁଁ ♫ Recording & Mixing - Survibration (BBSR) for recording new song call 7008940396 Hit the LIKE button if you love the song and let us know your feedback in the comment section below. Enjoy & stay connected with us! Give it all your love #jayjagannath #rathayatraspecial #torathadaudikuchuinlabelaku #UmakantaDas #RabiKumar #Survibration #NewJagannathBhajan #NewOdiaBhajan #JagannathBhajan #NewRathajatraBhajan #OdishaViralSinger " Survibration " ପ୍ରସ୍ତୁତ ଏହି ଭିଡିଓଟି ଯଦି ଭଲଲାଗିଥାଏ ତେବେ ଆମ video କୁ Like ଏବଂ Share କରନ୍ତୁ I ଆମ ସହ ଯୋଡିହୋଇ ରହିବା ପାଇଁ ଏବଂ ସବୁଦିନ ନୂଆ ନୂଆ video ର Notification ପାଇବା ପାଇଁ "Survibration" ର YouTube Channelକୁ Subscribe କରନ୍ତୁ ଓ Bell 🔔 ର Button ନିଶ୍ଚୟ ପ୍ରେସ୍ କରନ୍ତୁ I ଧନ୍ୟବାଦ୍ I !! *ANTI PIRACY WARNING * !! This Content is Copyrights to "Survibration" Any Authorized Re-upload is Strictly Prohibited of This Material. Legal Action will be Taken Against Those who Violate this Copyrights Material Presented. *********** ✽ Subscribe our Official YouTube Channel - https://www.youtube.com/channel/UCT_S.... ✽ Like us on Facebook - h​  / drjayashreed.  .   / sur-vibratio..  . LIKE ◆ COMMENT ◆ SHARE ◆ SUBSCRIBE