Перейти к содержимому

ମାଆଙ୍କର ହଠାତ୍ କ’ଣ ହେଲା? 😥 | Emergency ରେ ଘରକୁ ଯିବାକୁ ପଡ଼ିଲା | Odia Vlog

Santosh Guddy Lifestyle

0:00 / 0:00

ମାଆଙ୍କର ହଠାତ୍ କ’ଣ ହେଲା? 😥 | Emergency ରେ ଘରକୁ ଯିବାକୁ ପଡ଼ିଲା | Odia Vlog

147 просмотров · 20 часов назад
Santosh Guddy Lifestyle
237 подписчиков
147 просмотров · 20 часов назад
ଜୟ ଜଗନ୍ନାଥ 🙏 ସମସ୍ତଙ୍କୁ ଆମର ଆଉ ଗୋଟିଏ ନୂଆ ଭ୍ଲଗକୁ ସ୍ୱାଗତ। ଆଜିର ଭିଡିଓରେ ଆପଣମାନେ ଦେଖିବେ ହଠାତ୍ ଘରୁ ଫୋନ୍ ଆସିବା ପରେ କାହିଁକି ଆମକୁ ଡ୍ୟୁଟି ଛାଡ଼ି ଏମର୍ଜେନ୍ସିରେ ଘରକୁ ଯିବାକୁ ପଡ଼ିଲା। ମାଆଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଏବଂ କ’ଣ ସବୁ ଘଟିଲା, ସେସବୁ ଆମେ ଏହି ଭ୍ଲଗରେ ଶେୟାର କରିଛୁ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ମାଆଙ୍କ ଶୀଘ୍ର ସୁସ୍ଥତା ପାଇଁ ଆଶୀର୍ବାଦ କରନ୍ତୁ। ଯଦି ଆପଣଙ୍କୁ ଆମ ଭିଡିଓ ଭଲ ଲାଗେ, ତେବେ Like, Share ଏବଂ Subscribe କରିବାକୁ ଭୁଲିବେନି! ଆପଣଙ୍କ ଭଲପାଇବା ଓ ସପୋର୍ଟ ପାଇଁ ବହୁତ ବହୁତ ଧନ୍ୟବାଦ। 🙏❤️ #SantoshGuddyLifestyle #OdiaVlog #OdiaFamilyVlog #EmergencyHomeVisit #OdiaYouTuber #MaaVlog #DailyOdiaVlog #FamilyEmotionalVlog #Odisha