Перейти к содержимому

ଘରେ ଥିବା ଅଟାରେ ବନାନ୍ତୁ ଏମିତି ନରମ ଗୋଲାପ ଜାମୁନ।#AataGulabJamun #gulabjamun

Cook With Guddy

0:00 / 0:00

ଘରେ ଥିବା ଅଟାରେ ବନାନ୍ତୁ ଏମିତି ନରମ ଗୋଲାପ ଜାମୁନ।#AataGulabJamun #gulabjamun

870 просмотров · 10 дн. назад
Cook With Guddy
80 подписчиков
870 просмотров · 10 дн. назад
ବିନା ମାୱାରେ ବନାନ୍ତୁ ଦୋକାନ ଭଳି ସଫ୍ଟ ଗୁଲାବ ଜାମୁନ | ଘରେ ମାୱା କିମ୍ବା ଛେନା ନାହିଁ? କିଛି ଚିନ୍ତା ନାହିଁ! ଆଜି ଆମେ ଅଟା ଏବଂ ଗୁଣ୍ଡ କ୍ଷୀର (Milk Powder) ସାହାଯ୍ୟରେ ଏକଦମ୍ ପାଟିରେ ମିଳେଇଗଲା ଭଳିଆ ଗୁଲାବ ଜାମୁନ ତିଆରି କରିବା। ଏହି ଭିଡିଓରେ ମୁଁ କିଛି ସହଜ ଟିପ୍ସ ଦେଇଛି, ଯାହା ଦ୍ୱାରା ଆପଣଙ୍କ ଗୁଲାବ ଜାମୁନ ଜମାରୁ ଫାଟିବ ନାହିଁ କି ଭିତରେ ଟାଣ ରହିବ ନାହିଁ।ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗେ, ତେବେ ଭିଡିଓକୁ ଲାଇକ, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଧନ୍ୟବାଦ! Hey everyone! In today's video, I am sharing a super easy and delicious recipe for Gulab Jamun made with Wheat Flour (Atta) and Milk Powder. You don't need any Mawa or Khoya for this recipe, yet the result is incredibly soft, juicy, and melt-in-the-mouth!Perfect for festivals or sweet cravings. Watch the full video for simple tips and tricks to get the perfect texture every single time.If you enjoyed this recipe, please hit the Like button, Share it with your friends, and Subscribe to my channel for more yummy recipes!#AataGulabJamun #GulabJamunRecipe #HealthySweets #OdiaYoutuber #IndianDessert #HomeCooking #SweetCraving #NoMawaGulabJamun Atta milk powder gulab jamun, gulab jamun recipe in odia, odia sweet recipe, atta gulab jamun, wheat flour gulab jamun, milk powder sweet recipes, instant gulab jamun, ଘରେ ଗୁଲାବ ଜାମୁନ ରେସିପି, ଅଟା ଗୁଲାବ ଜାମୁନ, how to make gulab jamun at home