ଥାନା ଆଗରେ ବିଧାୟକ-ପୂର୍ବତନ ମନ୍ତ୍ରୀଙ୍କ ଧାରଣା | Odisha Reporter
Odisha Reporter
0:00 / 0:00
ଥାନା ଆଗରେ ବିଧାୟକ-ପୂର୍ବତନ ମନ୍ତ୍ରୀଙ୍କ ଧାରଣା | Odisha Reporter
2 050 просмотров · 3 ч назад
Odisha Reporter
2,99 млн подписчиков
2 050 просмотров · 3 ч назад
ଥାନା ଆଗରେ ବିଧାୟକ-ପୂର୍ବତନ ମନ୍ତ୍ରୀଙ୍କ ଧାରଣା
ସିସିଟିଭି ଯାଞ୍ଚର ଲିଖିତ ତଥ୍ୟ ଦାବିରେ ନନ୍ଦିପଦା ଥାନା ଆଗରେ ବିଧାୟକ ଓ ପୁର୍ବତନ ମନ୍ତ୍ରୀ ଙ୍କ ଧାରଣା
କେନ୍ଦୁଝର ଜିଲ୍ଲା ହାଟଡିହି କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ଦେଖାଦେଇଥିବା ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଭୋଟ ଗଣତିରେ ଅନିୟମିତତା ହୋଇଥିବା ଅଭିଯୋଗକୁ କେନ୍ଦ୍ରକରି ପୂର୍ବରୁ ରାସ୍ତାରୋକ କରିଥିବା ବିସିଜେଡି ଓ ଏନଏସୟୁଆଇର ପ୍ରାର୍ଥୀମାନେ ଶନିବାର ନନ୍ଦିପଦା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ସିସିଟିଭି ଯାଞ୍ଚ ସମୟରେ କ’ଣ ଦେଖାଯାଇଥିଲା, ତାହାର ଲିଖିତ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ ହେବାକୁ ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
#odishareporter #mla #politics
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter