ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା, ସାହି ପରିକ୍ରମା ଓ ଭକ୍ତିପୂର୍ଣ୍ଣ ବିସର୍ଜନ ଉତ୍ସବର କିଛି ଅଭୁଲା ମୁହୂର୍ତ୍ତ।🌸
UP Vlogs & Motivational
0:00 / 0:00
ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା, ସାହି ପରିକ୍ରମା ଓ ଭକ୍ତିପୂର୍ଣ୍ଣ ବିସର୍ଜନ ଉତ୍ସବର କିଛି ଅଭୁଲା ମୁହୂର୍ତ୍ତ।🌸
31 просмотр · 9 дн. назад
UP Vlogs & Motivational
755 подписчиков
31 просмотр · 9 дн. назад
ଜୟ ମା’ ଖୁଦୁରୁକୁଣୀ! 🙏✨
ଭାଦ୍ରବ ମାସର ପବିତ୍ର ଅବସରରେ କଟକ ଚାଉଳିଆଗଞ୍ଜ ମଙ୍ଗଳା ସାହି ପୂଜା କମିଟି ତରଫରୁ ମା’ ଖୁଦୁରୁକୁଣୀଙ୍କ ପୂଜାର୍ଚ୍ଚନା, ସାହି ପରିକ୍ରମା ଓ ଭକ୍ତିପୂର୍ଣ୍ଣ ବିସର୍ଜନ ଉତ୍ସବର କିଛି ଅଭୁଲା ମୁହୂର୍ତ୍ତ।
🌸 ଭଉଣୀମାନଙ୍କ ନିଷ୍ଠାପର ଆରାଧନା
🥁 ଢୋଲ-ମାଦଳ, ହୁଳହୁଳି ଓ ଆଲୋକମାଳାରେ ସାହି ପରିକ୍ରମା
🕯️ ଅଶ୍ରୁଳ ନୟନରେ ମା’ଙ୍କ ଶେଷ ବିସର୍ଜନ ଆରତି
ମା’ ଖୁଦୁରୁକୁଣୀ ସମସ୍ତଙ୍କର ମଙ୍ଗଳ କରନ୍ତୁ, ସମସ୍ତଙ୍କ ପରିବାରରେ ସୁଖ-ସମୃଦ୍ଧି ଓ ଭାଇ-ଭଉଣୀଙ୍କ ସ୍ନେହ ଅକ୍ଷୁଣ୍ଣ ରହୁ। ❤️🌸
#KhudurukuniPuja #Chauliaganj #Cuttack #MangalaSahi #CuttackDiaries OdiaFestival CuttackPuja JhulaJatra BhalukuniPuja CultureOfOdisha