ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା! Cyclone Arnab Update: 150 km/h Wind Speed Alert on Odisha Coast
News18 Odia
0:00 / 0:00
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା! Cyclone Arnab Update: 150 km/h Wind Speed Alert on Odisha Coast
1 428 просмотров · 55 минут назад
News18 Odia
6,27 млн подписчиков
1 428 просмотров · 55 минут назад
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା! Cyclone Arnab Update: 150 km/h Wind Speed Alert on Odisha Coast
Very Severe Cyclone Arnab is intensifying rapidly in the Bay of Bengal, with satellite imagery showing the formation of its eye. Currently centered 380 km south of Gopalpur and 300 km southeast of Visakhapatnam, wind speeds are reaching up to 150 km/h in the sea. The cyclone is expected to make landfall tomorrow between Visakhapatnam and Bapatla before moving towards Chhattisgarh via South Odisha. Watch this video for live tracking and detailed IMD weather alerts
ବଙ୍ଗୋପସାଗରରେ ଆହୁରି ଭୟଙ୍କର ହେଉଛି ଅତି ଭୀଷଣ ବାତ୍ୟା 'ଅର୍ଣ୍ଣବ'। ସମୁଦ୍ର ମଧ୍ୟରେ ବାତ୍ୟାର ଆଖି ସ୍ପଷ୍ଟ ଦୃଶ୍ୟମାନ ହୋଇଥିବା ବେଳେ ପବନର ଝଟକା ୧୫୦ କିମି ଛୁଉଁଛି। ଗୋପାଳପୁର ଓ ବିଶାଖାପାଟଣା ନିକଟତର ହେଉଥିବା ଏହି ବାତ୍ୟା ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଓ ବାପଟଲା ମଧ୍ୟରେ ଲ୍ୟାଣ୍ଡଫଲ୍ କରି ଦକ୍ଷିଣ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ବାତ୍ୟାର ଲାଇଭ୍ ଟ୍ରାକ୍ ଓ ସମ୍ପୂର୍ଣ୍ଣ ଅପଡେଟ୍ ପାଇଁ ଭିଡିଓଟି ଶେଷ ଯାଏଁ ଦେଖନ୍ତୁ।
#CycloneArnab #CycloneUpdate #OdishaNews #IMDAlert #CycloneArnabLive
Welcome to News18 Odia, your go-to destination for the latest news and updates from across India and beyond. As one of Odishas premier news channels, we strive to keep you informed with live coverage and breaking news as it happens.
News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
Download our News18 Mobile App - https://onelink.to/desc-youtube
Please visit our website https://bit.ly/2YaikeJ for the latest opinions and detailed news coverage.
Follow us on
Facebook: / news18odia
Twitter: https://twitter.com/news18odia?lang=en
Website: https://bit.ly/2YaikeJ
Subscribe to our channel to get the latest news and updates https://tinyurl.com/y46bt2fm
Follow Every Breaking Story LIVE 🔴
Watch News18 LIVE 24x7: https://youtube.com/live/P03Ozb37nxI
ID_OD_SS