ପଞ୍ଚୁଦଣ୍ଡ ମହାମିଳନ 2025 , ନୂଆଁଗାଁ ଆସିକା ହଜାର ହଜାର ଲୋକ ଙ୍କ ସମାଗମ
I Hope Vlogs
0:00 / 0:00
ପଞ୍ଚୁଦଣ୍ଡ ମହାମିଳନ 2025 , ନୂଆଁଗାଁ ଆସିକା ହଜାର ହଜାର ଲୋକ ଙ୍କ ସମାଗମ
162 247 просмотров · 1 г. назад
I Hope Vlogs
18,2 тыс. подписчиков
162 247 просмотров · 1 г. назад
#panchudanda #dandanacha #danda_nacha_ganjam #asika #dandanacha2025 #kalasandhapur #berhampur_dandanacha #dandajatra #dandayatra
04.04.2025 ରେ ନୂଆଁଗାଁ, ଆସିକା ଠାରେ ପଞ୍ଚୁଦଣ୍ଡ ମହାମିଳନ ହୋଇ ଥିଲା, ଯେଉଁଥିରେ ଆସିକା ଦଣ୍ଡ, ବାବନପୁର ଦଣ୍ଡ, ଖରିଆ ଦଣ୍ଡ, ଭେଟନଈ ଦଣ୍ଡ ଏବଂ ନୂଆଁଗାଁ ଦଣ୍ଡ ସାମିଲ ହୋଇ ଥିଲେ,
ବହୁତ ଭକ୍ତ ପଞ୍ଚୁଦଣ୍ଡ ମହାମିଳନ ଦେଖିବାରୁ ବଞ୍ଚିତ ହୁଅନ୍ତି, ଏହି ଭିଡିଓ ମାଧ୍ୟମ ରେ ଆପଣ ସମ୍ପୂର୍ଣ୍ଣ ପଞ୍ଚୁଦଣ୍ଡ ଦେଖି ପାରିବେ.
ଭିଡିଓ ରେ ମହାମିଳନ ଦେଖିବା ପାଇଁ 26:17 କୁ ଯାଇ ଦେଖନ୍ତୁ।
ଭିଡିଓ ରେ ପାଣି ଦଣ୍ଡ ଦେଖିବା ପାଇଁ 9:03 କୁ ଯାଇ ଦେଖନ୍ତୁ।
ଭିଡିଓ ରେ ଅଗ୍ନି ଦଣ୍ଡ ଦେଖିବା ପାଇଁ 14:07 କୁ ଯାଇ ଦେଖନ୍ତୁ।