ରାତିରେ ବିନା Planning ରେ ଏ କୁଆଡେ ଚାଲିଗଲୁ 😱🚎 | ଶେଷରେ ଗାଳି ଖାଇଲୁ 🥲
SOUMYA KANTA NAHAK
0:00 / 0:00
ରାତିରେ ବିନା Planning ରେ ଏ କୁଆଡେ ଚାଲିଗଲୁ 😱🚎 | ଶେଷରେ ଗାଳି ଖାଇଲୁ 🥲
74 просмотра · 3 дн. назад
SOUMYA KANTA NAHAK
127 подписчиков
74 просмотра · 3 дн. назад
ବିନା Planning ରେ ଆମେ କୁଆଡେ ବାହାରିଲୁ?? 🚎
ଏହି vlog ରେ କୌଣସି planning ନଥିଲା, ତଥାପି ରାତିରେ ବସ୍ରେ ବାହାରି ପଡ଼ିଲୁ! 🚌🌃 ରାସ୍ତାରେ ମିଳିଲେ ନୂଆ ଲୋକ, ହେଲା ମଜାଦାର moments ଏବଂ ଶେଷରେ ଦୋକାନ ବାଲାଙ୍କ ଠାରୁ ଗାଳି ମଧ୍ୟ ଖାଇଲୁ 🥲😂।
ପୁରା vlog ଟି ଦେଖନ୍ତୁ ଏବଂ ଜାଣନ୍ତୁ ଆମେ କେଉଁଠି ଗଲୁ ଓ ରାତିରେ ଆସଲେ କଣ ଘଟିଲା! ❤️
ଭଲ ଲାଗିଲେ Like 👍 | Comment 💬 | Share 🔥 | Subscribe ❤️
#OdiaVlog #OdiaYouTuber #TravelVlog #NightVlog #BusJourney #UnplannedTrip #OdiaVlogger #DailyVlog #YouTubeVlog #SoumyaKantaVlogs